ସାଲେପୁରରେ ଯୁବତୀଙ୍କୁ ଏସିଡ୍ ମାଡ। କଂପ୍ୟୁଟର କ୍ଲାସରୁ ଫେରିବା ବେଳେ ଏସିଡ୍ ମାଡ଼ର ଶିକାର ହୋଇଥିଲେ। ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।