ସାଲେପୁରରେ ଯୁବତୀଙ୍କୁ ଏସିଡ୍ ମାଡ। କଂପ୍ୟୁଟର କ୍ଲାସରୁ ଫେରିବା ବେଳେ ଏସିଡ୍ ମାଡ଼ର ଶିକାର ହୋଇଥିଲେ। ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। Edited By OdishaReporter Bureau | By R M Last updated May 12, 2015 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।