ଟିଚର ଅନ୍ କଲ୍‌’ ଯୋଜନାକୁ ତାଲିମପ୍ରାପ୍ତ ବେକାର ସିଟି, ବିଇଡି ସଂଘର ବିରୋଧ, ୨୦ ତାରିଖ ସୁଦ୍ଧା ଡିଗ୍ରୀଧାରୀଙ୍କୁ ନିଯୁକ୍ତି ନ ଦେଲେ ୨୨ରେ ବିଧାନସଭା ଘେରିବାକୁ ଚେତାବନୀ