କିଙ୍ଗଫିସର ଏୟାରଲାଇନ୍ସ ଉପରେ ୨୫ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ମୁସ୍କିଲ କମିବାର ନାଁ ଧରୁ ନାହି। ନେସନାଲ୍ ଡିସ୍ପୁ୍ୟଟ୍ସ ରିଡ୍ରେସଲ କମିଶନ୍ (ଏନସିଆରଡିସି) କିଙ୍ଗଫିସର ଏୟାରଲାଇନ୍ସ ଉପରେ ୨୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି ଓ ଭାରତ ସରକାରଙ୍କ ଗ୍ରାହକ ମଙ୍ଗଳ ପାଣ୍ଠିରେ ଏହି ଅର୍ଥକୁ ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ବିମାନସେବା ପ୍ରଦାନକାରୀ କଂପାନୀଗୁଡ଼ିକୁ ଏକ ବାର୍ତ୍ତା ଦେଇଛନ୍ତି ଏନସିଆରଡିସି।   କିଙ୍ଗଫିସର ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ପ୍ରିମିୟମ ସେବା ଯୋଗାଇ ଦେବା ପାଇଁ ଟିକେଟ୍ […]

Kingfisher Airlines

Kingfisher Airlines

Rakesh Mallick
  • Published: Wednesday, 15 April 2015
  • Updated: 25 September 2021, 01:26 PM IST

ନୂଆଦିଲ୍ଲୀ: କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ମୁସ୍କିଲ କମିବାର ନାଁ ଧରୁ ନାହି। ନେସନାଲ୍ ଡିସ୍ପୁ୍ୟଟ୍ସ ରିଡ୍ରେସଲ କମିଶନ୍ (ଏନସିଆରଡିସି) କିଙ୍ଗଫିସର ଏୟାରଲାଇନ୍ସ ଉପରେ ୨୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି ଓ ଭାରତ ସରକାରଙ୍କ ଗ୍ରାହକ ମଙ୍ଗଳ ପାଣ୍ଠିରେ ଏହି ଅର୍ଥକୁ ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ବିମାନସେବା ପ୍ରଦାନକାରୀ କଂପାନୀଗୁଡ଼ିକୁ ଏକ ବାର୍ତ୍ତା ଦେଇଛନ୍ତି ଏନସିଆରଡିସି।

କିଙ୍ଗଫିସର ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ପ୍ରିମିୟମ ସେବା ଯୋଗାଇ ଦେବା ପାଇଁ ଟିକେଟ୍ ବିକ୍ରି କରିଥିଲା। କିନ୍ତୁ ଯାତ୍ରୀମାନଙ୍କୁ ଲୋ-କଷ୍ଟ୍ ବିମାନରେ ଯାତ୍ରା କରାଇଥିଲା । ଏ ନେଇ ୨୦୦୮ରେ ଦିଲ୍ଲୀର ଜଣେ ଓକିଲ ଜେ.କେ ମିତ୍ତଲ ଓ ‘କଂଜୁ୍ୟମର ରାଇଟ୍’ ନାମକ ଏକ ଏନଜିଓ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲା । ଓକିଲ ଜେ.କେ ମିତ୍ତଲ କହିଛନ୍ତି ଯେ ୨୦୦୮ ମାର୍ଚ୍ଚ ୧୨ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱର ଯିବା ପାଇଁ କିଙ୍ଗଫିସର ଏୟାରଲାଇନସର ୱେବସାଇଟକୁ ଯାଇ ଟିକେଟ୍ ବୁକ୍ କରିଥିଲେ । କିନ୍ତୁ ସେ ଯେତେବେଳେ ବିମାନବନ୍ଦରରେ ପହଞ୍ଚିଲେ ତାଙ୍କୁ କୁହାଗଲା ଦିଲ୍ଲୀରୁ ଭୁବନେଶ୍ୱରକୁ କିଙ୍ଗଫିସରର କୌଣସି ବିମାନ ସେବା ନାହିଁ । ଏହା ସହିତ ତାଙ୍କୁ ଏକ ଲୋ-କଷ୍ଟ୍ ବିମାନରେ ଯାତ୍ରା କରିବାକୁ କୁହାଯାଇଥିଲା।

କିଙ୍ଗଫିସର ଏୟାରଲାଇନ୍ସ ଉପରେ ୨୫ ଲକ୍ଷ ଟଙ୍କାର ଜୋରିମାନା କଷି ଏନସିଆରଡିସି କହିଥିଲେ ଏ କଂପାନୀ ଏମିତି ଭାବେ କେତେ ଲୋକଙ୍କୁ ଟିକେଟ୍ ବିକିଛି ତାହା ଜଣାନାହିଁ। କିନ୍ତୁ ଏଥିରେ କୌଣସି ସନେ୍ଦହ ନାହିଁ ଯେ କଂପାନୀ ଏମିତି ଭାବେ ବହୁ ଲୋକଙ୍କୁ ଟିକେଟ ବିକ୍ରି କରିଥିବ। ଆମକୁ ଏହା ବି ଜଣାନାହିଁ କଂପାନୀ ଏହିଭଳି ଭାବେ କେତେ ଟଙ୍କା ଆୟ କରିଛି। କିନ୍ତୁ ଏହା ନିଶ୍ଚିତ ଯେ ଯାତ୍ରୀମାନଙ୍କଠାରୁ କଂପାନୀ ବହୁତ ଟଙ୍କା ଆଦାୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story