ଟୁଜି ସ୍ପେକ୍ଟ୍ରମ: ମନମୋହନଙ୍କୁ ଭୁଲ ପରାମର୍ଶ ଦେଇଥିଲେ ରାଜା

ନୂଆଦିଲ୍ଲୀ: ଟୁଜି ସ୍ପେକ୍ଟ୍ରମ୍ ଆବଂଟନ ନେଇ ପୂର୍ବତନ ଦୂରସଂଚାର ମନ୍ତ୍ରୀ ଏ. ରାଜା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭୁଅାଁ ବନାଇଥିଲେ । ଟୁଜି ସ୍ପେକ୍ଟ୍ରମ୍ ଆବଂଟନ ନେଇ ଥିବା ନୀତି ସଂପର୍କରେ ସେ ଭୁଲ ପରାମର୍ଶ ଦେଇଥିଲେ । ଏହି ଦୁର୍ନୀତି ମାମଲାରେ ବୁଧବାର ଏଠାକାର ଏକ ସ୍ୱତନ୍ତ୍ର କୋର୍ଟରେ ଶେଷ ଯୁକ୍ତି ଉପସ୍ଥାପନ ବେଳେ ସିବିଆଇ ପକ୍ଷରୁ ଏହା କୁହାଯାଇଥିଲା। ସିବିଆଇ ଆହୁରି ମଧ୍ୟ କହିଥିଲା ଯେ ଅନେକ ଅଯୋଗ୍ୟ କଂପାନୀମାନଙ୍କୁ ଟୁଜି ସ୍ପେକ୍ଟ୍ରମ […]

A Raja

A Raja

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:36 AM IST

Sports

Latest News

ନୂଆଦିଲ୍ଲୀ: ଟୁଜି ସ୍ପେକ୍ଟ୍ରମ୍ ଆବଂଟନ ନେଇ ପୂର୍ବତନ ଦୂରସଂଚାର ମନ୍ତ୍ରୀ ଏ. ରାଜା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭୁଅାଁ ବନାଇଥିଲେ । ଟୁଜି ସ୍ପେକ୍ଟ୍ରମ୍ ଆବଂଟନ ନେଇ ଥିବା ନୀତି ସଂପର୍କରେ ସେ ଭୁଲ ପରାମର୍ଶ ଦେଇଥିଲେ । ଏହି ଦୁର୍ନୀତି ମାମଲାରେ ବୁଧବାର ଏଠାକାର ଏକ ସ୍ୱତନ୍ତ୍ର କୋର୍ଟରେ ଶେଷ ଯୁକ୍ତି ଉପସ୍ଥାପନ ବେଳେ ସିବିଆଇ ପକ୍ଷରୁ ଏହା କୁହାଯାଇଥିଲା।

ସିବିଆଇ ଆହୁରି ମଧ୍ୟ କହିଥିଲା ଯେ ଅନେକ ଅଯୋଗ୍ୟ କଂପାନୀମାନଙ୍କୁ ଟୁଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯାଇଥିଲା । ସେହି ଅଯୋଗ୍ୟ କଂପାନୀମାନଙ୍କ ମଧ୍ୟରେ ରହିଛନ୍ତି ସ୍ୱାନ ଟେଲିକମ୍ ପ୍ରାଇଭେଟ୍ ଲିମିଟେଡ ଓ ୟୁନିଟେକ୍ ଓୟାରଲେସ୍ । ସେହିପରି ଏ. ରାଜା ଜାଣିଶୁଣି କଟ୍ ଅଫ୍ ତାରିଖକୁ ବଢ଼ାଇ ଦେଇଥିଲେ । ଟୁଜି ସ୍ପେକ୍ଟ୍ରମ ଆବଂଟନ ଦୁର୍ନୀତିରେ ଅଭିଯୁକ୍ତ କଂପାନୀଗୁଡ଼ିକ ପ୍ରତି ଅନୁକଂପା ଦେଖାଇ ସେ ଏଭଳି କରିଥିଲେ ବୋଲି ଏହି ତଦନ୍ତକାରୀ ସଂସ୍ଥା କହିଥିଲା।

ଟୁଜି ସ୍ପେକ୍ଟ୍ରମ ଦୁର୍ନୀତି ମାମଲାରେ ଏ. ରାଜା, ଡିଏମ୍କେ ସାଂସଦ କାନିମୋଝିଙ୍କ ସମେତ ଅନେକ କଂପାନୀର ଉଚ୍ଚ ପଦାଧିକାରୀ ଅଭିଯୁକ୍ତ ରହିଛନ୍ତି । ସେମାନଙ୍କ ବିରୁଦ୍ଧରେ ମାମଲା ଚାଲିଛି । ସିବିଆଇ ତା’ ଚାର୍ଜସିଟ୍ରେ ଉଲ୍ଲେଖ କରିଥିଲା ଯେ ଟୁଜି ସ୍ପେକ୍ଟ୍ରମରେ ୧୨୨ଟି ଲାଇସେନ୍ସ ପ୍ରଦାନ ହୋଇଥିବା ବେଳେ ଏଥିରେ ଘୋଟାଲା ଯୋଗୁ ସରକାରଙ୍କୁ ପ୍ରାୟ ୩୧,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story