ବଜାଜର ଦୁଇଟି ନୂଆ ମଡେଲ ବାଇକ

ନୂଆଦିଲ୍ଲୀ: ବଜାଜ ଅଟୋ ପକ୍ଷରୁ ଦୁଇଟି ନୂଆ ମଡେଲ ବାଇକର ଉନ୍ମୋଚନ କରାଯାଇଛି। ବଜାଜ ପଲସର ଆଡଭେଞ୍ଚର ସ୍ପୋଟର୍ସ ସିରିଜର ଏହି ଦୁଇ ନୂଆ ମଡେଲ ହେଉଛି ଏଏସ ୧୫୦ ଓ ଏଏସ ୨୦। ଦିଲ୍ଲୀ ମାର୍କେଟରେ ଏହି ଦୁଇଟିର ଦାମ ଯଥାକ୍ରମେ ୭୯,୦୦୦ ଓ ୯୧,୫୫୦ ଟଙ୍କା ରହିଛି। ଏହି ଦୁଇ ନୂଆ ବାଇକକୁ ଲଂଚ୍ କରିବା ଅବସରରେ କଂପାନୀର ଅଧ୍ୟକ୍ଷ (ମୋଟରସାଇକେଲ ବିଜନେସ) ଏରିକ ବାସ କହିଥିଲେ, ପଲସର ଆଡଭେଞ୍ଚର ସ୍ପୋଟର୍ସ ସିରିଜର ବାଇକଗୁଡ଼ିକୁ […]

Pulsar

Pulsar

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:36 AM IST

ନୂଆଦିଲ୍ଲୀ: ବଜାଜ ଅଟୋ ପକ୍ଷରୁ ଦୁଇଟି ନୂଆ ମଡେଲ ବାଇକର ଉନ୍ମୋଚନ କରାଯାଇଛି। ବଜାଜ ପଲସର ଆଡଭେଞ୍ଚର ସ୍ପୋଟର୍ସ ସିରିଜର ଏହି ଦୁଇ ନୂଆ ମଡେଲ ହେଉଛି ଏଏସ ୧୫୦ ଓ ଏଏସ ୨୦। ଦିଲ୍ଲୀ ମାର୍କେଟରେ ଏହି ଦୁଇଟିର ଦାମ ଯଥାକ୍ରମେ ୭୯,୦୦୦ ଓ ୯୧,୫୫୦ ଟଙ୍କା ରହିଛି। ଏହି ଦୁଇ ନୂଆ ବାଇକକୁ ଲଂଚ୍ କରିବା ଅବସରରେ କଂପାନୀର ଅଧ୍ୟକ୍ଷ (ମୋଟରସାଇକେଲ ବିଜନେସ) ଏରିକ ବାସ କହିଥିଲେ, ପଲସର ଆଡଭେଞ୍ଚର ସ୍ପୋଟର୍ସ ସିରିଜର ବାଇକଗୁଡ଼ିକୁ ବିଶେଷ କରି ଯୁବବର୍ଗକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି। ସେ କହିଥିଲେ ଯେ କଂପାନୀ ସବୁବେଳେ ବଜାରକୁ ନୂଆ ପ୍ରକାରର ବାଇକ ଛାଡ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସବୁ ବର୍ଗର ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ କଂପାନୀ ଏମିତି ଥରକୁ ଥର ନୂଆ ନୂଆ ମଡେଲର ବାଇକ ବଜାରକୁ ଛାଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story