ବଜାରକୁ ଆସିଲା ୟାମାହା ସେଲୁ୍ୟଟୋ, ଦାମ ୫୨,୦୦୦ ଟଙ୍କା

ନୂଆଦିଲ୍ଲୀ: ୟାମାହା ୧୨୫ ସିସି ସେଗମେଣ୍ଟରେ ବଜାରକୁ ଏକ ନୂଆ ବାଇକ୍ ଛାଡ଼ିଛି। ଏହାର ନାଁ ରଖିଛି ୟାମାହା ସେଲୁ୍ୟଟୋ। ଏହାର ଦାମ ପ୍ରାୟ ୫୨,୦୦୦ ଟଙ୍କା ରଖିଛି (ଏହା ହେଉଛି ଦିଲ୍ଲୀ ବଜାରର ଦାମ)। କଂପାନୀ ପକ୍ଷରୁ କୁହାଯାଇଛି ଯେ ଏହା ଏକ ପାରିବାରିକ ବାଇକ। ଏହା ସମସ୍ତଙ୍କ ବଜେଟ ମଧ୍ୟରେ ଆସିପାରିବ। ଏହା ଭଲ ମାଇଲେଜ ମଧ୍ୟ ଦେଖାଇବ। ଲିଟର ପିଛା ୭୨ କିଲୋମିଟରର ମାଇଲେଜ ଦେଖାଇବା ଏହି ବାଇକ। ବଜାରରେ ଏହି ବାଇକର […]

yamaha

yamaha

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 10:54 AM IST

Sports

Latest News

ନୂଆଦିଲ୍ଲୀ: ୟାମାହା ୧୨୫ ସିସି ସେଗମେଣ୍ଟରେ ବଜାରକୁ ଏକ ନୂଆ ବାଇକ୍ ଛାଡ଼ିଛି। ଏହାର ନାଁ ରଖିଛି ୟାମାହା ସେଲୁ୍ୟଟୋ। ଏହାର ଦାମ ପ୍ରାୟ ୫୨,୦୦୦ ଟଙ୍କା ରଖିଛି (ଏହା ହେଉଛି ଦିଲ୍ଲୀ ବଜାରର ଦାମ)।

କଂପାନୀ ପକ୍ଷରୁ କୁହାଯାଇଛି ଯେ ଏହା ଏକ ପାରିବାରିକ ବାଇକ। ଏହା ସମସ୍ତଙ୍କ ବଜେଟ ମଧ୍ୟରେ ଆସିପାରିବ। ଏହା ଭଲ ମାଇଲେଜ ମଧ୍ୟ ଦେଖାଇବ। ଲିଟର ପିଛା ୭୨ କିଲୋମିଟରର ମାଇଲେଜ ଦେଖାଇବା ଏହି ବାଇକ।

ବଜାରରେ ଏହି ବାଇକର ମୁକାବିଲା ବଜାଜ୍ ଡିସ୍କୋଭରି ଓ ହୋଣ୍ଡା ସାଇନ ସହିତ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story