୨୦୧୬ ମାର୍ଚ୍ଚ ସୁଦ୍ଧା ସମସ୍ତ ଫିଲିଂ ଷ୍ଟେସନ ଖୋଲିବ ରିଲାଏନ୍ସ

ମୁମ୍ବାଇ: ୨୦୧୬ ମାର୍ଚ୍ଚ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲମିଟେଡ୍ ତା’ର ସମସ୍ତ ରିଟେଲ୍ ଫୁଏଲ ପମ୍ପ ଆଉଟ୍ଲେଟଗୁଡ଼ିକୁ ଖୋଲିବାକୁ ଯୋଜନା ପ୍ରସ୍ତୁତ କରିଛି। ସାରା ଦେଶରେ ଏହାର ୧,୪୦୦ ଟି ଫିଲିଂ ଷ୍ଟେସନ୍ ରହିଛି। କଂପାନୀର ଏକ ୱେବସାଇଟରୁ ଏହା ଜଣାପଡ଼ିଛି। ୨୦୦୮ରେ ଏହି ସବୁ ଆଉଟଲେଟଗୁଡ଼ିକ ବନ୍ଦ ହୋଇଯାଇଥିଲା। ବିଶ୍ୱରେ ଅଶୋଧିତ ତେଲ ଦର ବଢ଼ି ଯାଇଥିଲା। ତେଣୁ କଂପାନୀ ବାଧ୍ୟ ହୋଇ ତା’ର ଫୁଏଲ ପମ୍ପ ଆଉଟଲେଟଗୁଡ଼ିକୁ ବନ୍ଦ କରି […]

Reliance

Reliance

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 12:35 PM IST

Sports

Latest News

ମୁମ୍ବାଇ: ୨୦୧୬ ମାର୍ଚ୍ଚ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲମିଟେଡ୍ ତା’ର ସମସ୍ତ ରିଟେଲ୍ ଫୁଏଲ ପମ୍ପ ଆଉଟ୍ଲେଟଗୁଡ଼ିକୁ ଖୋଲିବାକୁ ଯୋଜନା ପ୍ରସ୍ତୁତ କରିଛି। ସାରା ଦେଶରେ ଏହାର ୧,୪୦୦ ଟି ଫିଲିଂ ଷ୍ଟେସନ୍ ରହିଛି। କଂପାନୀର ଏକ ୱେବସାଇଟରୁ ଏହା ଜଣାପଡ଼ିଛି।

୨୦୦୮ରେ ଏହି ସବୁ ଆଉଟଲେଟଗୁଡ଼ିକ ବନ୍ଦ ହୋଇଯାଇଥିଲା। ବିଶ୍ୱରେ ଅଶୋଧିତ ତେଲ ଦର ବଢ଼ି ଯାଇଥିଲା। ତେଣୁ କଂପାନୀ ବାଧ୍ୟ ହୋଇ ତା’ର ଫୁଏଲ ପମ୍ପ ଆଉଟଲେଟଗୁଡ଼ିକୁ ବନ୍ଦ କରି ଦେଇଥିଲା। ତେବେ କଂପାନୀର ୩୨୦ରୁ ଅଧିକ ଫୁଏଲ ଆଉଟଲେଟ ଏବେ କାର୍ଯ୍ୟକ୍ଷମ ହୋଇସାରିଲାଣି । କଂପାନୀର ୱେବସାଇଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos