୨୬୨୮ କୋଟି ବୋନସ୍ ପ୍ରଭାବ: ଟିସିଏସର ଅଂଶଧନରେ ୪% ହ୍ରାସ

ମୁମ୍ବାଇ: ଦେଶର ଅଗ୍ରଣୀ ଆଇଟି କଂପାନୀ ଟିସିଏସ୍ ଏହାର କର୍ମଚାରୀଙ୍କୁ ୨୬୨୮ କୋଟି ଟଙ୍କାର ବୋନସ୍ ପ୍ରଦାନ କରିବାକୁ ଗତକାଲି ଘୋଷଣା କରିଥିଲା। ଏହି ବୋନସ୍ ପ୍ରଦାନ ଯୋଗୁ କଂପାନୀର ୨୦୧୪-୧୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈ୍ରୟମାସିକର ଲାଭରେ ୨୭% ହ୍ରାସ ହୋଇଥିବା ନେଇ ବି କଂପାନୀର ଅଧିକାରୀମାନେ ସୂଚନା ଦେଇଥିଲେ। ଆଉ ଗୁରୁବାର ଏହାର ନକାରାତ୍ମକ ପ୍ରଭାବ ପଡ଼ିଛି କଂପାନୀ ଉପରେ। କଂପାନୀର ଅଂଶଧନରେ ୪% ହ୍ରାସ ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି କାରବାର […]

tcs

tcs

Rakesh Mallick
  • Published: Friday, 17 April 2015
  • Updated: 17 April 2015, 07:36 AM IST

Sports

Latest News

ମୁମ୍ବାଇ: ଦେଶର ଅଗ୍ରଣୀ ଆଇଟି କଂପାନୀ ଟିସିଏସ୍ ଏହାର କର୍ମଚାରୀଙ୍କୁ ୨୬୨୮ କୋଟି ଟଙ୍କାର ବୋନସ୍ ପ୍ରଦାନ କରିବାକୁ ଗତକାଲି ଘୋଷଣା କରିଥିଲା। ଏହି ବୋନସ୍ ପ୍ରଦାନ ଯୋଗୁ କଂପାନୀର ୨୦୧୪-୧୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈ୍ରୟମାସିକର ଲାଭରେ ୨୭% ହ୍ରାସ ହୋଇଥିବା ନେଇ ବି କଂପାନୀର ଅଧିକାରୀମାନେ ସୂଚନା ଦେଇଥିଲେ। ଆଉ ଗୁରୁବାର ଏହାର ନକାରାତ୍ମକ ପ୍ରଭାବ ପଡ଼ିଛି କଂପାନୀ ଉପରେ। କଂପାନୀର ଅଂଶଧନରେ ୪% ହ୍ରାସ ଘଟିଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି କାରବାର ପ୍ରାରମ୍ଭରୁ ହଁ ଘାଟାରୁ ବ୍ୟବସାୟ ଆରମ୍ଭ କରିଥିଲା ଟିସିଏସ। କାରବାର ବଢ଼ିବା ସହିତ ଏହାର ଅଂଶଧନରେ ୪.୪୫% ହ୍ରାସ ହୋଇଥିଲା। ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜରେ (ଏନଏସଇ)ରେ ମଧ୍ୟ ଆଜି ଟିସିଏସକୁ ଘାଟା ହୋଇଛି। ଏଥିରେ କଂପାନୀର ଅଂଶଧନରେ ୪.୩୬% ହ୍ରାସ ହୋଇଛି।

ଷ୍ଟକ୍ ବଜାରରେ ପଞ୍ଜୀକୃତ ହେବାର ୧୦ ବର୍ଷ ପୂରଣ କରିଥିବାରୁ କଂପାନୀ ତା’ର କର୍ମଚାରୀମାନଙ୍କୁ ୨୬୨୮ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛି। କଂପାନୀରେ ଏକ ବର୍ଷରୁ ଅଧିକ ସମୟ କାମ କରିଥିବା ସମସ୍ତ କର୍ମଚାରୀ ପାଇବେ ବୋନସ୍। ଯେଉଁ କର୍ମଚାରୀ ଯେତେ ବର୍ଷ ଧରି କାର୍ଯ୍ୟ କରିଥିବେ ସେମାନଙ୍କୁ ପ୍ରତି ବର୍ଷର ସପ୍ତାହକର ବେତନ ବୋନସ ଆକାରରେ ଦିଆଯିବ।

ସୂଚନାଯୋଗ୍ୟ, ୨୦୧୩-୧୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈୟମାସିକରେ ୫୨୯୬.୭ କୋଟି ଟଙ୍କାର ଲାଭ ହୋଇଥିଲା। ତେବେ ୨୦୧୪-୧୫ ଆର୍ଥିକ ବର୍ଷରେ ଏହି ସମୟରେ କଂପାନୀ ୩,୮୫୮.୨ କୋଟି ଟଙ୍କା ଲାଭ ହୋଇଛି। ଯାହା ଗତ ଥର ଅପେକ୍ଷା ବହୁତ କମ। ତେବେ କଂପାନୀ ତା’ର କର୍ମଚାରୀମାନଙ୍କୁ ୨,୬୨୮ କୋଟି ଟଙ୍କାର ବୋନସ ଦେବାକୁ ଘୋଷଣା କରିବା ଯୋଗୁ ଏହାର ଲାଭାଂଶରେ ହ୍ରାସ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story