ପୁଣି ଫେରିବ ୧୦୦୦ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ: କିଛି ମାସ ପରେ ପୁଣି ନୂଆ ଡିଜାଇନରେ ବଜାରରେ ଉପଲବ୍ଧ ହେବ ହଜାରେ ଟଙ୍କିଆ ନୋଟ୍। ତା’ସହ ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଛୋଟ ନୋଟ୍ ବଦଳିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶଶିକାନ୍ତ ଦାଶ। ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ ଇକୋନମିକ୍‌ ଏଡିଟର୍ସ କନ୍‌ଫରେନ୍ସ ଅବସରରେ ସେ ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ,“ସରକାରଙ୍କ ନୋଟ୍ ବଦଳାଯିବା ନିଷ୍ପତ୍ତି କଳାଧନ ଗଚ୍ଛିତ ରଖିଥିବା […]

thousandnote

thousandnote

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 10:33 PM IST

Sports

Latest News

ନୂଆଦିଲ୍ଲୀ: କିଛି ମାସ ପରେ ପୁଣି ନୂଆ ଡିଜାଇନରେ ବଜାରରେ ଉପଲବ୍ଧ ହେବ ହଜାରେ ଟଙ୍କିଆ ନୋଟ୍। ତା’ସହ ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଛୋଟ ନୋଟ୍ ବଦଳିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶଶିକାନ୍ତ ଦାଶ। ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ ଇକୋନମିକ୍‌ ଏଡିଟର୍ସ କନ୍‌ଫରେନ୍ସ ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ,“ସରକାରଙ୍କ ନୋଟ୍ ବଦଳାଯିବା ନିଷ୍ପତ୍ତି କଳାଧନ ଗଚ୍ଛିତ ରଖିଥିବା ଲୋକଙ୍କ ପାଇଁ ଚିନ୍ତାର କାରଣ। ଯେଉଁମାନଙ୍କ ପାଖରେ ଅଘୋଷିତ ସମ୍ପତ୍ତି ରହିଛି ଯେମାନଙ୍କୁ ଟିକସ୍ ଆଇନର ସମ୍ମୁଖୀନ ହେବାକୁ ପଡ଼ିବ। ସାଧାରଣ ଲୋକ ଏନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ।”

ଏଥିସହ ପୁରୁଣା ଟଙ୍କା ଜମା କରିବାକୁ ବ୍ୟାଙ୍କରେ ଅଯଥାରେ ଭିଡ଼ ନ ଜମାଇବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଥିଲେ,“ଏଥିପାଇଁ ଯଥେଷ୍ଟ ସମୟ ରହିଛି। ଶନିବାର ଓ ରବିବାର ବି ବ୍ୟାଙ୍କ ଖୋଲା ରହିବ।”

କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ,“ନୋଟ୍ ପରିବର୍ତ୍ତନ ଯୋଗୁଁ ଏବେ କିଛି ଦିନ ଛୋଟମୋଟ ଜିନିଷ କିଣାକିଣି ବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେବେ ଆଗାମୀ ଦିନରେ ଏ ନିଷ୍ପତ୍ତି ଦେଶର ହିତ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story