୧୧୦ ମିଲିୟନ ଟନ୍‌ ଲୁହାପଥର ଉତ୍ତୋଳନ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଚଳିତବର୍ଷ ୧୧୦ ମିଲିୟନ ଟନ୍‌ ଲୁହାପଥର ଉତ୍ତୋଳନ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହ ଖଣିଜ ଉତ୍ପାଦନ ବୃଦ୍ଧି ଲାଗି ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ରାଜ୍ୟ ଖଣି ଓ ଇସ୍ପାତ ଶିଳ୍ପର ବିକାଶ ନେଇ ଫିକି ପକ୍ଷରୁ ଆଜି ଆୟୋଜିତ କର୍ମଶାଳାରେ ଏ ନେଇ ଆଲୋଚନା କରାଯାଇଛି। ଫିଜି ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶିଳ୍ପପତି, ନିବେଶକ ଏବଂ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ପ୍ରତିକୁଳ […]

Khani

Khani

Rakesh Mallick
  • Published: Friday, 09 September 2016
  • Updated: 09 September 2016, 09:54 PM IST

ଭୁବନେଶ୍ୱର: ଚଳିତବର୍ଷ ୧୧୦ ମିଲିୟନ ଟନ୍‌ ଲୁହାପଥର ଉତ୍ତୋଳନ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହ ଖଣିଜ ଉତ୍ପାଦନ ବୃଦ୍ଧି ଲାଗି ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ରାଜ୍ୟ ଖଣି ଓ ଇସ୍ପାତ ଶିଳ୍ପର ବିକାଶ ନେଇ ଫିକି ପକ୍ଷରୁ ଆଜି ଆୟୋଜିତ କର୍ମଶାଳାରେ ଏ ନେଇ ଆଲୋଚନା କରାଯାଇଛି।

ଫିଜି ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶିଳ୍ପପତି, ନିବେଶକ ଏବଂ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ପ୍ରତିକୁଳ ପରିସ୍ଥିତି ଦେଇ ଗତି କରୁଥିବା ଖଣି ଓ ଇସ୍ପାତ ଶିଳ୍ପର ବିକାଶ ନେଇ ବିଚାରବିମର୍ଶ କରିଥିଲେ। ସଂଶୋଧିତ ଏମ୍‌ଏମ୍‌ଡିଆର ଆକ୍ଟ ଅନୁସାରେ ରାଜ୍ୟରେ ଖଣି ଓ ଇସ୍ପାତ ଶିଳ୍ପର ବିକାଶ କେମିତି ହୋଇ ପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଖଣି ସଚିବ ଆର.କେ. ଶର୍ମା କହିଛନ୍ତି, “ରାଜ୍ୟରେ ଲୁହାପଥର ଉତ୍ପାଦନ ୮୦ ମିଲିୟନ ଟନ୍‌ରୁ ୧୧୦ ମିଲିୟନ ଟନ୍‌କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।ଶିଳ୍ପକୁ କଞ୍ଚାମାଲ ଯୋଗାଣ ପାଇଁ ଓଏମ୍‌ସି ତତ୍ତ୍ୱାବଧାନରେ ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ଗଠନ କରାଯିବ।”

ସେହିପରି ଠିକ୍‌ ସମୟରେ ଶିଳ୍ପକୁ କଞ୍ଚାମାଲ ଯୋଗାଣ, ଖଣିଜ ଉତ୍ତୋଳନ ନେଇ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ, ଜମି ଅଧିଗ୍ରହଣ ସହ ଖଣି ପ୍ରଭାବିତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ଇସ୍ପାତ ବ୍ୟତୀତ ବକ୍ସାଇଟ୍‌, କ୍ରୋମାଇଟ୍‌, ଲିଡ଼ ଓ ମାଙ୍ଗାନିଜ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story