ରାଜ୍ୟରେ ପ୍ରତିଷ୍ଠା ହେବ ୧,୫୦,୦୦୦ କ୍ଷୁଦ୍ର ଶିଳ୍ପ

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ୧,୫୦,୦୦୦ କ୍ଷୁଦ୍ର ଶିଳ୍ପ। ଏଥିରେ ୪ ଲକ୍ଷ ଯୁବକଯୁବତୀ ନିଯୁକ୍ତିର ସୁଯୋଗ ପାଇବେ। ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରାଦୀପରେ କାଠ ଭିତ୍ତିକ କ୍ଲଷ୍ଟର ପ୍ରତିଷ୍ଠା କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଇଡ୍‌କୋ ୧୦୦ ଏକର ଜମି ଯୋଗାଇ ଦେବ। ଦେବଗଡ଼ […]

MSME

MSME

Rakesh Mallick
  • Published: Monday, 30 May 2016
  • Updated: 30 May 2016, 03:25 PM IST

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ୧,୫୦,୦୦୦ କ୍ଷୁଦ୍ର ଶିଳ୍ପ। ଏଥିରେ ୪ ଲକ୍ଷ ଯୁବକଯୁବତୀ ନିଯୁକ୍ତିର ସୁଯୋଗ ପାଇବେ। ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପାରାଦୀପରେ କାଠ ଭିତ୍ତିକ କ୍ଲଷ୍ଟର ପ୍ରତିଷ୍ଠା କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଇଡ୍‌କୋ ୧୦୦ ଏକର ଜମି ଯୋଗାଇ ଦେବ। ଦେବଗଡ଼ ଜିଲ୍ଲାର ବାରକୋଟଠାରେ ଏକ ଫୁଡ୍ ପାର୍କ ପ୍ରତିଷ୍ଠା କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

ରାୟଗଡ଼ା ଓ ଭୁବନେଶ୍ୱର ନିକଟ ଡେରାସରେ ନିର୍ମାଣାଧୀନ ଫୁଡ୍ ପାର୍କ କାମ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story