୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ର ୮୦ କୋଟି ଟଙ୍କା ଲାଭ

ଭୁବନେଶ୍ୱର: ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ ୨୦୧୫-୧୬ ଆର୍ଥିକ ବର୍ଷରେ  ୮୦ କୋଟି ଟଙ୍କା ଲାଭ କରିଛି। ଲ୍ୟାଣ୍ଡ୍‌ ଲାଇନ୍ ଗ୍ରାହକମାନଙ୍କୁ ନାଇଟ୍‌ ଫ୍ରି କଲିଂ ଏବଂ ମୋବାଇଲ୍ ଗ୍ରାହକମାନଙ୍କୁ ଫ୍ରି ରୋମିଂ ସେବା ଯୋଗାଇ ଏହି ଲାଭ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଏଥିସହ ବିଏସ୍‌ଏନ୍‌ଏଲ୍‌ ଫ୍ରିଟୁ ହୋମ୍‌ ସର୍ଭିସ୍‌ ଭଳି ବିଭିନ୍ନ ସେବା ଯୋଗାଇ ଦିଆଯାଇଛି। ୨୦୧୫-୧୦୧୬ ଆର୍ଥିକ ବର୍ଷରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୮୮୬ଟି ଟୁ-ଜି ଏବଂ ଥ୍ରୀ-ଜି ସଂଯୋଗ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ […]

BSNL

BSNL

Rakesh Mallick
  • Published: Friday, 10 June 2016
  • Updated: 10 June 2016, 11:06 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ ୨୦୧୫-୧୬ ଆର୍ଥିକ ବର୍ଷରେ  ୮୦ କୋଟି ଟଙ୍କା ଲାଭ କରିଛି। ଲ୍ୟାଣ୍ଡ୍‌ ଲାଇନ୍ ଗ୍ରାହକମାନଙ୍କୁ ନାଇଟ୍‌ ଫ୍ରି କଲିଂ ଏବଂ ମୋବାଇଲ୍ ଗ୍ରାହକମାନଙ୍କୁ ଫ୍ରି ରୋମିଂ ସେବା ଯୋଗାଇ ଏହି ଲାଭ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଏଥିସହ ବିଏସ୍‌ଏନ୍‌ଏଲ୍‌ ଫ୍ରିଟୁ ହୋମ୍‌ ସର୍ଭିସ୍‌ ଭଳି ବିଭିନ୍ନ ସେବା ଯୋଗାଇ ଦିଆଯାଇଛି। ୨୦୧୫-୧୦୧୬ ଆର୍ଥିକ ବର୍ଷରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୮୮୬ଟି ଟୁ-ଜି ଏବଂ ଥ୍ରୀ-ଜି ସଂଯୋଗ କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ୯୦୫ଟି ଟାୱାର ସଂଯୋଗ କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ସର୍କଲର ଚିଫ୍ ଜେନେରାଲ୍ ମ୍ୟାନେଜର୍ ସତ୍ୟାନନ୍ଦ ନାୟକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story