୨୦୨୫ ସୁଦ୍ଧା ଦେଶରେ ୩୦୦ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି: ଭି.କେ. ସାରସ୍ୱତ

ଭୁବନେଶ୍ୱର: ୨୦୨୫ ମସିହା ସୁଦ୍ଧା ସାରା ଦେଶରେ ୩୦୦ ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଇସ୍ପାତ ଓ ପେଲେଟ୍ ଶିଳ୍ପ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ ଭି.କେ. ସାରସ୍ୱତ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଏହି ଟାର୍ଗେଟ ପୂରଣ ଲାଗି ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ଲକ୍ଷ୍ୟ ହାସଲ ଲାଗି ଓଡ଼ିଶାରେ ଇସ୍ପାତ ଶିଳ୍ପର ଅଭିବୃଦ୍ଧି ଜରୁରୀ। […]

V-K-Saraswat

V-K-Saraswat

Rakesh Mallick
  • Published: Thursday, 07 January 2016
  • Updated: 08 January 2016, 04:45 AM IST

Sports

Latest News

ଭୁବନେଶ୍ୱର: ୨୦୨୫ ମସିହା ସୁଦ୍ଧା ସାରା ଦେଶରେ ୩୦୦ ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଇସ୍ପାତ ଓ ପେଲେଟ୍ ଶିଳ୍ପ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ ଭି.କେ. ସାରସ୍ୱତ।

ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଏହି ଟାର୍ଗେଟ ପୂରଣ ଲାଗି ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ଲକ୍ଷ୍ୟ ହାସଲ ଲାଗି ଓଡ଼ିଶାରେ ଇସ୍ପାତ ଶିଳ୍ପର ଅଭିବୃଦ୍ଧି ଜରୁରୀ।  ଇସ୍ପାତ ଶିଳ୍ପ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ଆଇନରେ କ’ଣ ପରିବର୍ତ୍ତନ ଅଣାଯିବ ସେ ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କଞ୍ଚାମାଲ ଯୋଗାଣ, ପରିବହନ ଭଡା, ଡ୍ୟୁଟି ଚାର୍ଜ, ଜଳ କର କ୍ଷେତ୍ରରେ ଇସ୍ପାତ ଶିଳ୍ପ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ଆଜିର ବୈଠକରେ ଆଲୋଚନା କରାଯାଇଥିଲା।

ନୂଆ ଶିଳ୍ପ ନୀତି ଅନୁସାରେ ଇସ୍ପାତ ଶିଳ୍ପକୁ କିପରି ପ୍ରୋତ୍ସାହନ ଯୋଗାଇ ଦିଆଯାଇପାରିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମତ ଉପସ୍ଥାପନ କରାଯାଇଛି। ବୈଠକରେ ଯୋଗ ଦେଇଥିବା ଶିଳ୍ପ ପ୍ରତିନିଧିମାନେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ନୀତି ଆୟୋଗ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏ ନେଇ ଗୋଦାବରୀ ପାୱାର ଆଣ୍ଡ ଇସ୍ପାତ ଗ୍ରୁପ୍ ପ୍ରେସିଡେଣ୍ଟ ଶୁଭାଶିଷ ଦାଶ କହିଛନ୍ତି, ବର୍ତ୍ତମାନ ଷ୍ଟିଲ ବଜାର ଯେପରି ପରିସ୍ଥିତି ଦେଇ ଗତି କରୁଛି ତାହାକୁ ସନ୍ତୁଳିତ କରିବାକୁ  ଚେଷ୍ଟା କରାଯିବ ବୋଲି ଭି.କେ ସାରସ୍ୱତ କହିଛନ୍ତି।

ନିଖିଳ ଓଡ଼ିଶା ଇସ୍ପାତ ମହାସଂଘ  ସଭାପତି ପୁରୁଷୋତ୍ତମ କାଣ୍ତୋଇ କହିଛନ୍ତି, ଆମେ ଲେଖିକି ଦେଇଛୁ। ମୁଖ୍ୟ ସମସ୍ୟା ହେଉଛି ମୂଲ୍ୟ। ଯେଉଁମାନଙ୍କ ପାଖରେ ଖଣି ଅଛି ସେମାନଙ୍କ ପାଖରେ ଖଣିଜ ଦ୍ରବ୍ୟର ମୂଲ୍ୟ ଟନ ପିଛା ୨୦୦ ଟଙ୍କା ରହୁଛି। ଆଉ ଯେଉଁମାନଙ୍କ ପାଖରେ ଖଣି ନାହିଁ ସେମାନଙ୍କୁ ଟନ ୫୦୦୦ ଟଙ୍କାରେ କିଣିବାକୁ ପଡୁଛି । ଏପରି ସ୍ଥିତିରେ ପ୍ରତିଦ୍ୱନ୍ଦ୍ୱିତା କରିବା କଷ୍ଟକର ହୋଇଯାଉଛି।

ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ଯୋଗଦେଇ ନିଜର ଦାବି ଉପସ୍ଥାପନ କରିଥିଲେ। ବୈଠକରେ ନୀତି ଆୟୋଗର ସଦସ୍ୟଙ୍କ ସମେତ ରାଜ୍ୟ ଉନ୍ନୟନ କମିଶନର, ରାଜ୍ୟ ଶିଳ୍ପ ସଚିବ ଓ ଖଣି ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story