୨୩ରେ ‘ମାଇକ୍ରୋସଫ୍ଟ ଲୁମିଆ-550’ର ବଜାର ପ୍ରବେଶ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ‘ମାଇକ୍ରୋସଫ୍ଟ ଲୁମିଆ-୫୫୦’ ସ୍ମାର୍ଟଫୋନ୍ ବଜାର ପ୍ରବେଶ କରିବ। ଏହାର ଅପରେଟିଂ ସିଷ୍ଟମ ରହିଛି ୱିଣ୍ଡୋଜ୍-୧୦। ମାଇକ୍ରୋସଫ୍ଟ ଲୁମିଆ-950 ଓ ଲୁମିଆ-950XL ପରେ ଲୁମିଆ 550ରେ ରହିଛି ଏହି ଅପରେଟିଂ ଓଏସ୍ ସୁବିଧା। ଏହାର ବଜାର ଦର ୯ହଜାର ୩୯୯ଟଙ୍କା ରହିଛି। ଏଥିରେ GSM/HSPA/LTE ସିମ୍ ସପୋର୍ଟ କରିବାର କ୍ଷମତା ରହିଛି। ଏହି ସ୍ମାର୍ଟ ଫୋନର 4.7 ଇଞ୍ଚର HD Lcd ଡିସ ପ୍ଲେ। ଯାହାର Resolution 720×1280 Pixel ରହିଛି। ଏଥିରେ […]

lumia-550-render-leak

lumia-550-render-leak

Rakesh Mallick
  • Published: Monday, 21 December 2015
  • Updated: 21 December 2015, 01:38 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ‘ମାଇକ୍ରୋସଫ୍ଟ ଲୁମିଆ-୫୫୦’ ସ୍ମାର୍ଟଫୋନ୍ ବଜାର ପ୍ରବେଶ କରିବ। ଏହାର ଅପରେଟିଂ ସିଷ୍ଟମ ରହିଛି ୱିଣ୍ଡୋଜ୍-୧୦। ମାଇକ୍ରୋସଫ୍ଟ ଲୁମିଆ-950 ଓ ଲୁମିଆ-950XL ପରେ ଲୁମିଆ 550ରେ ରହିଛି ଏହି ଅପରେଟିଂ ଓଏସ୍ ସୁବିଧା। ଏହାର ବଜାର ଦର ୯ହଜାର ୩୯୯ଟଙ୍କା ରହିଛି। ଏଥିରେ GSM/HSPA/LTE ସିମ୍ ସପୋର୍ଟ କରିବାର କ୍ଷମତା ରହିଛି।

ଏହି ସ୍ମାର୍ଟ ଫୋନର 4.7 ଇଞ୍ଚର HD Lcd ଡିସ ପ୍ଲେ। ଯାହାର Resolution 720x1280 Pixel ରହିଛି। ଏଥିରେ ଚିପସେଟ୍ Qualcomm MSM8909 Snapdragon 210 ରହିଥିବା ବେଳେ ସିପିୟୁ Quad-core1.1 GHz cortex-A7 ଓ ଜିପିୟୁ Andreno 304 ରହିଛି। ଇଣ୍ଟରନାଲ ଷ୍ଟୋରେଜ୍ 8GB ଓ RAMର କ୍ଷମତା 1GB ରହିଛି। ଏଥିରେ 5MPର ପ୍ରାଇମେରୀ କ୍ୟାମେରା ରହିଥିବା ବେଳେ ସେକେଣ୍ଡାରୀ କ୍ୟାମେରା ରହିଛି 2MP।

ଏହାସହ ଅନ୍ୟ ସ୍ମାର୍ଟ ଫୋନ ପରି wi-fi, Bluetooth, GPS, USB ରହିଛି। ଫୋନର ବ୍ୟାଟେରୀ କ୍ଷମତା li-ion 2100 mAh।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story