ପୁରୁଣା ନୋଟ୍ ଅଚଳ ହେବା ପରେ ପୋଷ୍ଟ୍ ଅଫିସ୍‌ରେ ଜମା ହୋଇଛି ୩୨,୬୩୧ କୋଟି ଟଙ୍କା

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଅଚଳ ହୋଇଯିବା ପରଠାରୁ ଏଯାବତ ଦେଶର ୧.୫୫ ଲକ୍ଷ ପୋଷ୍ଟ୍ ଅଫିସ୍‌ରେ ଲୋକେ ୩୨,୬୩୧ କୋଟି ଟଙ୍କା ଜମା କରିଛନ୍ତି। ସେହିପରି ନଭେମ୍ବର ୧୦ରୁ ୨୪ ତାରିଖ ମଧ୍ୟରେ ପୋଷ୍ଟ୍ ଅଫିସ୍‌ ଗୁଡ଼ିକ ୩,୬୮୦ କୋଟି ଟଙ୍କାର ପୁରୁଣା ନୋଟ୍ ଗ୍ରହଣ କରି ନୂଆ ନୋଟ୍ ଦେଇଛନ୍ତି। ଏହି ସମୟ ମଧ୍ୟରେ ପୋଷ୍ଟ୍ ଅଫିସ୍‌ରୁ ଜମାକାରୀମାନେ ୩,୫୮୩ କୋଟି ଟଙ୍କା ଉଠାଇଛନ୍ତି। ୧.୫୫ ଲକ୍ଷ ପୋଷ୍ଟ୍ ଅଫିସ୍ ମଧ୍ୟରୁ […]

postoffice

postoffice

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 04:56 PM IST

Sports

Latest News

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଅଚଳ ହୋଇଯିବା ପରଠାରୁ ଏଯାବତ ଦେଶର ୧.୫୫ ଲକ୍ଷ ପୋଷ୍ଟ୍ ଅଫିସ୍‌ରେ ଲୋକେ ୩୨,୬୩୧ କୋଟି ଟଙ୍କା ଜମା କରିଛନ୍ତି।

ସେହିପରି ନଭେମ୍ବର ୧୦ରୁ ୨୪ ତାରିଖ ମଧ୍ୟରେ ପୋଷ୍ଟ୍ ଅଫିସ୍‌ ଗୁଡ଼ିକ ୩,୬୮୦ କୋଟି ଟଙ୍କାର ପୁରୁଣା ନୋଟ୍ ଗ୍ରହଣ କରି ନୂଆ ନୋଟ୍ ଦେଇଛନ୍ତି।

ଏହି ସମୟ ମଧ୍ୟରେ ପୋଷ୍ଟ୍ ଅଫିସ୍‌ରୁ ଜମାକାରୀମାନେ ୩,୫୮୩ କୋଟି ଟଙ୍କା ଉଠାଇଛନ୍ତି।

୧.୫୫ ଲକ୍ଷ ପୋଷ୍ଟ୍ ଅଫିସ୍ ମଧ୍ୟରୁ ୧.୩୦ ଲକ୍ଷ ଦେଶର ଗ୍ରାମାଞ୍ଚଳରେ ଥିବା ବେଳେ ୨୫,୦୦୦ ସହରାଞ୍ଚଳରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos