ଅଚଳ ହେଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ କାରବାର ଅଚଳ କଲେ କେନ୍ଦ୍ର ସରକାର। ଆଜି ମଧ୍ୟରାତ୍ରୀରୁ ଏହା ଲାଗୁ ହେବ। କଳାଧନ ଓ ଜାଲ୍‌ ନୋଟ୍‌ କାରବାର ରୋକିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଘୋଷଣା କରିଛନ୍ତି। କଳାଧନ ସମସ୍ୟା ସହ ଲଢ଼େଇ କରିବା ପାଇଁ ବଡ଼ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି ଆସନ୍ତାକାଲି ସାରା ଦେଶରେ […]

note

note

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 11:04 PM IST

ଭୁବନେଶ୍ୱର: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ କାରବାର ଅଚଳ କଲେ କେନ୍ଦ୍ର ସରକାର। ଆଜି ମଧ୍ୟରାତ୍ରୀରୁ ଏହା ଲାଗୁ ହେବ। କଳାଧନ ଓ ଜାଲ୍‌ ନୋଟ୍‌ କାରବାର ରୋକିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଘୋଷଣା କରିଛନ୍ତି। କଳାଧନ ସମସ୍ୟା ସହ ଲଢ଼େଇ କରିବା ପାଇଁ ବଡ଼ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେହିପରି ଆସନ୍ତାକାଲି ସାରା ଦେଶରେ ବ୍ୟାଙ୍କସେବା ବନ୍ଦ ରହିବ। ଆସନ୍ତା ୯ ଓ ୧୦ ତାରିଖରେ ସାରା ଦେଶରେ ଏଟିଏମ୍‌ ସେବା ମଧ୍ୟ ବନ୍ଦ ରହିବ।

ଜନସାଧାରଣ ଆସନ୍ତା ୧୦ରୁ ଡିସେମ୍ବର ୩୦ ତାରିଖ ମଧ୍ୟରେ ବ୍ୟାଙ୍କ ଓ ଡାକଘରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳାଇ ପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ସେହିପରି ୨୦୧୭ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆରବିଆଇରେ ସିଧାସଳଖ ବଦଳାଇ ପାରିବେ।

ଏହାସହ ଆରବିଆଇ ପକ୍ଷରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ନୂଆ ଡିଜାଇନ ଜାରି କରାଯାଇଛି। ଖୁବଶୀଘ୍ର ଏହା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ।

ସୀମା ଆରପଟୁ ଭାରତକୁ ଜାଲ ନୋଟ୍‌ ପ୍ରବେଶ ପରିପେକ୍ଷୀରେ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।

ମୋଦି ଆଜି ତିନି ବାହିନୀର ମୁଖ୍ୟ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ଦେଶର ସୁରକ୍ଷା ନେଇ ସମୀକ୍ଷା କରିଥିଲେ। ତା’ପରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ମୋଦି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story