6GB ରାମ୍ ସହିତ ବଜାରକୁ ଆସିବ OnePlus 3

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ OnePlus 3 ଖୁବ୍‌ଶୀଘ୍ର ବଜାରକୁ ଆସିବ ।  ଅନ୍ୟ ସ୍ମାର୍ଟ ଫୋନ୍‌ଗୁଡ଼ିକ ଭଳି ଏହି ଫୋନ୍‌ଟି ମଧ୍ୟ ଲଞ୍ଚ୍‌ ହେବା ପୂର୍ବରୁ ଏହାର ବିଭିନ୍ନ ଫିଚର୍‌ ସଂପର୍କିତ ସୂଚନା ଲିକ୍ ହୋଇଛି। ମିଳିଥିବା ସୂଚନା ମୁତାବକ ଏହି ସ୍ମାର୍ଟ ଫୋନ୍‌ରେ 6GB ରାମ୍ ଦିଆଯାଇଛି। ଏହାର ସ୍କ୍ରିନ୍ ୫ ଇଞ୍ଚ୍ ରହିଛି। OnePlus 1 ଓ OnePlus 2ରେ ୫.୫ ଇଞ୍ଚ୍ ସ୍କ୍ରିନ୍ ରହିଛି। OnePlus 3  ରେ ୧୬ ମେଗାପିକ୍ସେଲ୍‌ ରିୟର […]

oneplus-3

oneplus-3

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:26 AM IST

Sports

Latest News

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ OnePlus 3 ଖୁବ୍‌ଶୀଘ୍ର ବଜାରକୁ ଆସିବ ।  ଅନ୍ୟ ସ୍ମାର୍ଟ ଫୋନ୍‌ଗୁଡ଼ିକ ଭଳି ଏହି ଫୋନ୍‌ଟି ମଧ୍ୟ ଲଞ୍ଚ୍‌ ହେବା ପୂର୍ବରୁ ଏହାର ବିଭିନ୍ନ ଫିଚର୍‌ ସଂପର୍କିତ ସୂଚନା ଲିକ୍ ହୋଇଛି।

ମିଳିଥିବା ସୂଚନା ମୁତାବକ ଏହି ସ୍ମାର୍ଟ ଫୋନ୍‌ରେ 6GB ରାମ୍ ଦିଆଯାଇଛି। ଏହାର ସ୍କ୍ରିନ୍ ୫ ଇଞ୍ଚ୍ ରହିଛି। OnePlus 1 ଓ OnePlus 2ରେ ୫.୫ ଇଞ୍ଚ୍ ସ୍କ୍ରିନ୍ ରହିଛି।

OnePlus 3  ରେ ୧୬ ମେଗାପିକ୍ସେଲ୍‌ ରିୟର ଓ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ରହିଛି।

କଂପାନୀର ସହପ୍ରତିଷ୍ଠାତା କାର୍ଲ ପେଇ କହିଛନ୍ତି ଯେ OnePlus 3  ନୂଆ ରୂପରେ ଲଞ୍ଚ୍ ହେବ। ତେଣୁ OnePlus 1 ଓ OnePlus 2 ଠାରୁ ଏହା ଭିନ୍ନ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos