ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ OnePlus 3 ଖୁବ୍ଶୀଘ୍ର ବଜାରକୁ ଆସିବ । ଅନ୍ୟ ସ୍ମାର୍ଟ ଫୋନ୍ଗୁଡ଼ିକ ଭଳି ଏହି ଫୋନ୍ଟି ମଧ୍ୟ ଲଞ୍ଚ୍ ହେବା ପୂର୍ବରୁ ଏହାର ବିଭିନ୍ନ ଫିଚର୍ ସଂପର୍କିତ ସୂଚନା ଲିକ୍ ହୋଇଛି।
ମିଳିଥିବା ସୂଚନା ମୁତାବକ ଏହି ସ୍ମାର୍ଟ ଫୋନ୍ରେ 6GB ରାମ୍ ଦିଆଯାଇଛି। ଏହାର ସ୍କ୍ରିନ୍ ୫ ଇଞ୍ଚ୍ ରହିଛି। OnePlus 1 ଓ OnePlus 2ରେ ୫.୫ ଇଞ୍ଚ୍ ସ୍କ୍ରିନ୍ ରହିଛି।
OnePlus 3 ରେ ୧୬ ମେଗାପିକ୍ସେଲ୍ ରିୟର ଓ ୮ ମେଗାପିକ୍ସେଲ୍ର ଫ୍ରଣ୍ଟ୍ କ୍ୟାମେରା ରହିଛି।
କଂପାନୀର ସହପ୍ରତିଷ୍ଠାତା କାର୍ଲ ପେଇ କହିଛନ୍ତି ଯେ OnePlus 3 ନୂଆ ରୂପରେ ଲଞ୍ଚ୍ ହେବ। ତେଣୁ OnePlus 1 ଓ OnePlus 2 ଠାରୁ ଏହା ଭିନ୍ନ ହେବ ବୋଲି ଆଶା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।