୬ମାସ ମଧ୍ୟରେ ପାରାଦୀପରେ କଣ୍ଟେନର ହ୍ୟାଣ୍ଡେଲିଂ ସୁବିଧା

ଭୁବନେଶ୍ୱର: ୬ମାସ ମଧ୍ୟରେ ପାରାଦୀପରେ କଣ୍ଟେନର ହ୍ୟାଣ୍ଡେଲିଂ ସୁବିଧା ମିଳିବ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ବାଣିଜ୍ୟ ସଚିବ ରୀତା ଟିଓଟିଆ ଆଜି ଏହି ସୂଚନା ଦେଇଛନ୍ତି। ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଥିଲେ। ଆଲୋଚନା ସମୟରେ ଭୁବନେଶ୍ୱରରେ ଏୟାର କାର୍ଗୋ କମ୍ପ୍ଲେକ୍ସ ଏବଂ କାରଗୋ କ୍ଲିୟରାନ୍ସ ସୁବିଧାର ବିକାଶ ଓ ମଲ୍ଟି ମୋଡାଲ ଲଜିଷ୍ଟିକ୍‌ ପାର୍କ ପ୍ରତିଷ୍ଠା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାରୁ ସାମୁଦ୍ରିକ ଦ୍ରବ୍ୟ, […]

cm

cm

Rakesh Mallick
  • Published: Thursday, 02 June 2016
  • Updated: 03 June 2016, 03:50 AM IST

Sports

Latest News

ଭୁବନେଶ୍ୱର: ୬ମାସ ମଧ୍ୟରେ ପାରାଦୀପରେ କଣ୍ଟେନର ହ୍ୟାଣ୍ଡେଲିଂ ସୁବିଧା ମିଳିବ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ବାଣିଜ୍ୟ ସଚିବ ରୀତା ଟିଓଟିଆ ଆଜି ଏହି ସୂଚନା ଦେଇଛନ୍ତି। ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଥିଲେ। ଆଲୋଚନା ସମୟରେ ଭୁବନେଶ୍ୱରରେ ଏୟାର କାର୍ଗୋ କମ୍ପ୍ଲେକ୍ସ ଏବଂ କାରଗୋ କ୍ଲିୟରାନ୍ସ ସୁବିଧାର ବିକାଶ ଓ ମଲ୍ଟି ମୋଡାଲ ଲଜିଷ୍ଟିକ୍‌ ପାର୍କ ପ୍ରତିଷ୍ଠା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାରୁ ସାମୁଦ୍ରିକ ଦ୍ରବ୍ୟ, ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ କାଜୁ ରପ୍ତାନୀର ବ୍ୟାପକ ସୁଯୋଗ ଥିବାରୁ ଏଠାରେ ରପ୍ତାନୀ ବିକାଶ ପରିଷଦର ଏକ କାର୍ଯ୍ୟାଳୟରେ ଆବଶ୍ୟକତା ଥିବା ଦାବି କରିଛି ରାଜ୍ୟ।

ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ଭିତ୍ତିଭୂମି ଓ ଅନ୍ୟାନ୍ୟ ନିୟାମକକୁ ଦୃଷ୍ଟିରେ ରଖି କେନ୍ଦ୍ର ବାଣିଜ୍ୟ ସଚିବ ସମୀକ୍ଷା କରିଛନ୍ତି।”

କେନ୍ଦ୍ର ବାଣିଜ୍ୟ ସଚିବ ରୀତା ଟିଓଟିଆ କହିଛନ୍ତି,“ ୬ମାସ ମଧ୍ୟରେ ପାରାଦୀପରେ କଣ୍ଟେନର ହ୍ୟାଣ୍ଡେଲିଂ ସୁବିଧା ମିଳିବ। ଏହା ଏବେ ବିକଶିତ ହେଉଛି। ଅନ୍ତର୍ଜାତୀୟ ଉଡାଣକୁ ନେଇ ଫଳାଫଳ ଆସିବା ଏୟାର କାର୍ଗୋ କମ୍ପ୍ଲେକ୍ସ ଏବଂ କାରଗୋ କ୍ଲିୟରାନ୍ସ ସୁବିଧା ରାଜ୍ୟକୁ ଦିଆଯିବା ପାଇଁ କେନ୍ଦ୍ର ପକ୍ଷରୁ ବ୍ୟବସ୍ଥା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story