୮୩ ଲକ୍ଷ ଲୋକ ସ୍ୱଇଚ୍ଛାରେ ଏଲ୍‌ପିଜି ସବ୍‌ସିଡି ଛାଡ଼ି ସାରିଲେଣି:ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୮୩ ଲକ୍ଷ ଲୋକ ସ୍ୱଇଚ୍ଛାରେ ଏଲ୍‌ପିଜି ସବ୍‌ସିଡି ଛାଡ଼ି ସାରିଲେଣି। ବୁଧବାର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ସବ୍‌ସିଡି ବୋଝକୁ ହାଲ୍‌କା କରିବା ପାଇଁ ସରକାର କୀର୍ତ୍ତି ପାରିଖ କମିଟିର ସୁପାରିଶଗୁଡ଼ିକୁ ଗ୍ରହଣ କରି ନେବେ କି ବୋଲି ପଚରାଯିବାରେ ଧର୍ମେନ୍ଦ୍ର କହିଥିଲେ,“ଏଲ୍‌ପିଜି ସବ୍‌ସିଡି ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସ୍ୱଚ୍ଛଳବର୍ଗଙ୍କୁ ଅନୁରୋଧ କରି ସାରିଛନ୍ତି। ଏଲ୍‌ପିଜି ସବ୍‌ସିଡି ଛାଡ଼ିବା ନେଇ […]

DharmendraPradhan

DharmendraPradhan

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 10:48 AM IST

Sports

Latest News

DharmendraPradhanନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୮୩ ଲକ୍ଷ ଲୋକ ସ୍ୱଇଚ୍ଛାରେ ଏଲ୍‌ପିଜି ସବ୍‌ସିଡି ଛାଡ଼ି ସାରିଲେଣି। ବୁଧବାର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ସବ୍‌ସିଡି ବୋଝକୁ ହାଲ୍‌କା କରିବା ପାଇଁ ସରକାର କୀର୍ତ୍ତି ପାରିଖ କମିଟିର ସୁପାରିଶଗୁଡ଼ିକୁ ଗ୍ରହଣ କରି ନେବେ କି ବୋଲି ପଚରାଯିବାରେ ଧର୍ମେନ୍ଦ୍ର କହିଥିଲେ,“ଏଲ୍‌ପିଜି ସବ୍‌ସିଡି ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସ୍ୱଚ୍ଛଳବର୍ଗଙ୍କୁ ଅନୁରୋଧ କରି ସାରିଛନ୍ତି। ଏଲ୍‌ପିଜି ସବ୍‌ସିଡି ଛାଡ଼ିବା ନେଇ ଗତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ‘ଗିଭ୍‌ ଇଟ୍ ଅପ୍’ ଅଭିଯାନର ଆରମ୍ଭ କରିଥିଲେ। ଆଉ ଏଯାବତ୍ ମଧ୍ୟବିତ୍ତ ଶ୍ରେଣୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଶାଇ ୮୩ ଲକ୍ଷ ଲୋକ ଏଲ୍‌ପିଜି ସବ୍‌ସିଡି ଛାଡ଼ିସାରିଲେଣି।”

ସେ କହିଛନ୍ତି,“ସବ୍‌ସିଡି ଢାଞ୍ଚାରେ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ। ଏଥିରେ ସଂସ୍କାର ଆଣିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।”

ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି,“୨୦୧୮-୧୯ ପର୍ଯ୍ୟନ୍ତ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପରିବାରଗୁଡ଼ିକର ମହିଳାମାନଙ୍କ ନାଁରେ କମ୍ ଦରରେ ଏଲ୍‌ପିଜି ସଂଯୋଗ ଦିଆଯିବ।  ତିନି ବର୍ଷ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ୫ କୋଟି ସଂଯୋଗ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story