ବଜାର ପ୍ରବେଶ କଲା Achiever 150

ନୂଆଦିଲ୍ଲୀ: ଶାରଦୀୟ ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିଛି ହିରୋ ମୋଟୋକର୍ପର ନୂଆ ବାଇକ୍‌ Achiever 150। ଏହି ବାଇକ୍‌ର ଡିସ୍‌ ଭାରିଏଣ୍ଟର ଦାମ୍‌ ୬୨,୮୦୦ଟଙ୍କା ରହିଥିବା ବେଳେ ଡ୍ରମ୍‌ ଭାରିଏଣ୍ଟର ଦର ରହିଛି ୬୧,୮୦୦ ଟଙ୍କା। ହିରୋ ମୋଟୋକର୍ପର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ କହିଛନ୍ତି,“ଘରୋଇ ବଜାରରେ ୧୦୦ସିସି ଓ ୧୨୫ ସିସିର ବାଇକ୍‌ ଚାହିଦା ରହିଥିଲେ ମଧ୍ୟ ଆମେ ଏହାକୁ ବୃଦ୍ଧି କରିବାକୁ […]

hero-achiever

hero-achiever

Rakesh Mallick
  • Published: Monday, 26 September 2016
  • Updated: 26 September 2016, 09:40 PM IST

Sports

Latest News

ନୂଆଦିଲ୍ଲୀ: ଶାରଦୀୟ ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିଛି ହିରୋ ମୋଟୋକର୍ପର ନୂଆ ବାଇକ୍‌ Achiever 150। ଏହି ବାଇକ୍‌ର ଡିସ୍‌ ଭାରିଏଣ୍ଟର ଦାମ୍‌ ୬୨,୮୦୦ଟଙ୍କା ରହିଥିବା ବେଳେ ଡ୍ରମ୍‌ ଭାରିଏଣ୍ଟର ଦର ରହିଛି ୬୧,୮୦୦ ଟଙ୍କା।

ହିରୋ ମୋଟୋକର୍ପର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ କହିଛନ୍ତି,“ଘରୋଇ ବଜାରରେ ୧୦୦ସିସି ଓ ୧୨୫ ସିସିର ବାଇକ୍‌ ଚାହିଦା ରହିଥିଲେ ମଧ୍ୟ ଆମେ ଏହାକୁ ବୃଦ୍ଧି କରିବାକୁ ଚାହୁଁଛୁ। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ Achiever 150 ର ବଜାର ପ୍ରବେଶ କରାଇଛୁ।”

ଏହି ବାଇକ୍‌ରେ  new BS-IV compliant engine,  Hero patented i3S technology, air-cooled single cylinder, new analog digital speedometer, side stand indicator, arger fuel tank and new seat profile  ଓ texture ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story