ଅଗଷ୍ଟ ସୁଦ୍ଧା କାର୍ଯ୍ୟକାରୀ ହେବ ମିନେରାଲ କ୍ୟାରିଂ ଭେହିକିଲରେ ଜିପିଏସ୍ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ମିନେରାଲ କ୍ୟାରିଂ ଭେହିକିଲରେ ଜିପିଏସ୍ ବ୍ୟବସ୍ଥା ରହିବା ପ୍ରସ୍ତାବକୁ ଆସନ୍ତା ଅଗଷ୍ଟ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ସବୁ ମିନେରାଲ କ୍ୟାରିଂ ରୁଟ୍ ଓ ମାଇନିଂ ସାଇଟ୍‌ ଗୁଡିକର ଜିଓରେଫେନ୍ସିଂ କରାଯିବ। ଆଜି ସଚିବାଳୟରେ ବସିଥିବା ଖଣି ସମ୍ପର୍କିତ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟରେ ଖଣିଜ ପରିବହନ ନିୟନ୍ତ୍ରଣ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେ ସବୁର ସମୀକ୍ଷା କରାଯାଇଥିଲା। ରାଜ୍ୟସ୍ତରୀୟ ଏସଫୋର୍ସମେଣ୍ଟ ସ୍କ୍ୱାର୍ଡର ଚତୁର୍ଥ […]

mines

mines

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 03:38 PM IST

ଭୁବନେଶ୍ୱର: ରାଜ୍ୟର ସମସ୍ତ ମିନେରାଲ କ୍ୟାରିଂ ଭେହିକିଲରେ ଜିପିଏସ୍ ବ୍ୟବସ୍ଥା ରହିବା ପ୍ରସ୍ତାବକୁ ଆସନ୍ତା ଅଗଷ୍ଟ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ସବୁ ମିନେରାଲ କ୍ୟାରିଂ ରୁଟ୍ ଓ ମାଇନିଂ ସାଇଟ୍‌ ଗୁଡିକର ଜିଓରେଫେନ୍ସିଂ କରାଯିବ। ଆଜି ସଚିବାଳୟରେ ବସିଥିବା ଖଣି ସମ୍ପର୍କିତ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ରାଜ୍ୟରେ ଖଣିଜ ପରିବହନ ନିୟନ୍ତ୍ରଣ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେ ସବୁର ସମୀକ୍ଷା କରାଯାଇଥିଲା। ରାଜ୍ୟସ୍ତରୀୟ ଏସଫୋର୍ସମେଣ୍ଟ ସ୍କ୍ୱାର୍ଡର ଚତୁର୍ଥ ୟୁନିଟ୍ ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାଇ ନୂତନ ପଦବୀ ସୃଷ୍ଟି ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ରାଜ୍ୟ ପୋଲିସ ଫୋର୍ସ ଓ ବନ ବିଭାଗରୁ ଡେପୁଟେସନରେ କର୍ମଚାରୀ ନିୟୋଜିତ କରିବା ପାଇଁ ବୈଠକରେ ଅଧ୍ୟକ୍ଷତା କରିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରସ୍ତାବ ଦେଇଥିଲେ। ସେହିପରି ପରିବହନ କମିଶନ ରାଜ୍ୟ ସରକାରଙ୍କୁ ଏକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ତାହା ସରକାରଙ୍କ ବିଚାରଧୀନ ଅଛି ବୋଲି ବୈଠକ ପରେ ଖଣି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ନିୟମିତ ଡକାଇବା ପାଇଁ ମଧ୍ୟ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story