ଆଜିଠୁ ପେଟ୍ରୋଲ୍‌ ପମ୍ପ୍‌ରୁ ଉଠାଇ ହେବ ୨୦୦୦ ଟଙ୍କା

ଭୁବନେଶ୍ୱର: ବିମୁଦ୍ରାକରଣର ୧୦ ଦିନ ପରେ ବି ଟଙ୍କାର ଅଭାବୀ ସ୍ଥିତି ସୁଧୁରି ନାହିଁ। ଏଟିଏମ୍‌ ଓ ବ୍ୟାଙ୍କରୁ ଟଙ୍କା ଉଠାଣ ଲାଗି ଏବେବି ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ତେବେ ଆଜିଠାରୁ ଏଟିଏମ୍‌ ଭଳି ପେଟ୍ରୋଲ୍‌ ପମ୍ପରେ ଥିବା ପିଓଏସସରୁ ମଧ୍ୟ ଗ୍ରାହକମାନେ ଦିନକୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ଏସବିଆଇ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ଜରିଆରେ ଗ୍ରାହକମାନେ ଏଠାରୁ ଟଙ୍କା ଉଠାଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କରେ […]

petroal

petroal

Rakesh Mallick
  • Published: Friday, 18 November 2016
  • Updated: 18 November 2016, 12:30 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣର ୧୦ ଦିନ ପରେ ବି ଟଙ୍କାର ଅଭାବୀ ସ୍ଥିତି ସୁଧୁରି ନାହିଁ। ଏଟିଏମ୍‌ ଓ ବ୍ୟାଙ୍କରୁ ଟଙ୍କା ଉଠାଣ ଲାଗି ଏବେବି ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ତେବେ ଆଜିଠାରୁ ଏଟିଏମ୍‌ ଭଳି ପେଟ୍ରୋଲ୍‌ ପମ୍ପରେ ଥିବା ପିଓଏସସରୁ ମଧ୍ୟ ଗ୍ରାହକମାନେ ଦିନକୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ଏସବିଆଇ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ଜରିଆରେ ଗ୍ରାହକମାନେ ଏଠାରୁ ଟଙ୍କା ଉଠାଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ବ୍ୟାଙ୍କରେ ଆଜିଠୁ ନୂଆ ଟଙ୍କା ବଦଳ ନିୟମ ଲାଗୁ କରାଯାଇଛି। ଏଣିକି ଦିନକୁ ୨୦୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ବଦଳାଇ ହେବ। ପୂର୍ବରୁ ୪,୫୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କା ବଦଳା ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story