କ୍ୟାରିୟର ପ୍ରୋଗ୍ରେସନ୍ ଯୋଜନାକୁ ବିରୋଧ କରି ବନ୍ଦ ପାଳନ କଲା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଆଜି ଦିନିକିଆ ବନ୍ଦ ପାଳନ କରାଯାଇଛି। ନୂଆ କ୍ୟାରିୟର ପ୍ରୋଗ୍ରେସନ୍ ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ଏଭଳି ଧର୍ମଘଟ ଡାକରା ଦିଆଯାଇଥିଲା। ଏଥିସହ ଷ୍ଟେଟବ୍ୟାଙ୍କର ୫ଟି ସହଯୋଗୀ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଅଫ ମହିଶୂର, ଷ୍ଟେଟବ୍ୟାଙ୍କ ଅଫ ହାଇଦ୍ରାବାଦ ଆଦି ବ୍ୟାଙ୍କ ଦ୍ୱିପାକ୍ଷିକ ଚୁକ୍ତିକୁ ଉଲ୍ଲଂଘନ କରୁଥିବାରୁ ସଂଘ ତା’ର ପ୍ରତିବାଦ କରିଛି। ଏହି ବନ୍ଦ ପାଳନରେ ପ୍ରାୟ ୩ ଲକ୍ଷ ୪୦ ହଜାର କର୍ମଚାରୀ ସାମିଲ ହୋଇଛନ୍ତି। […]

Bank

Bank

Rakesh Mallick
  • Published: Friday, 08 January 2016
  • Updated: 08 January 2016, 01:29 PM IST

Sports

Latest News

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଆଜି ଦିନିକିଆ ବନ୍ଦ ପାଳନ କରାଯାଇଛି। ନୂଆ କ୍ୟାରିୟର ପ୍ରୋଗ୍ରେସନ୍ ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ଏଭଳି ଧର୍ମଘଟ ଡାକରା ଦିଆଯାଇଥିଲା। ଏଥିସହ ଷ୍ଟେଟବ୍ୟାଙ୍କର ୫ଟି ସହଯୋଗୀ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଅଫ ମହିଶୂର, ଷ୍ଟେଟବ୍ୟାଙ୍କ ଅଫ ହାଇଦ୍ରାବାଦ ଆଦି ବ୍ୟାଙ୍କ ଦ୍ୱିପାକ୍ଷିକ ଚୁକ୍ତିକୁ ଉଲ୍ଲଂଘନ କରୁଥିବାରୁ ସଂଘ ତା’ର ପ୍ରତିବାଦ କରିଛି। ଏହି ବନ୍ଦ ପାଳନରେ ପ୍ରାୟ ୩ ଲକ୍ଷ ୪୦ ହଜାର କର୍ମଚାରୀ ସାମିଲ ହୋଇଛନ୍ତି। ତେବେ ଧର୍ମଘଟରେ ଏସବିଆଇ ସାମିଲ ହୋଇନାହିଁ। ତେଣୁ ଏସବିଆଇ ବ୍ୟତୀତ ଆଜି ଅନ୍ୟ ସବୁ ବ୍ୟାଙ୍କ ଓ ଏଟିଏମ ସେବା ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story