ବଜାରକୁ ଆସିଲା ଇନଟେକ୍ସର Aqua Life III  ସ୍ମାର୍ଟଫୋନ୍

ନୂଆଦିଲ୍ଳୀ: ଦିପାବଳୀକୁ ଦୃଷ୍ଟିରେ ରଖି ଅନେକ ମୋବାଇଲ୍ କମ୍ପାନୀ ଅଧିକ ଫିଚର୍ସ ଥିବା ସ୍ମାର୍ଟଫୋନ୍ ଲଞ୍ଚ୍ କରୁଛନ୍ତି। ଇନଟେକ୍ସ ମଧ୍ୟ ଏହି ଧାରାରେ ସାମିଲ ହୋଇଛି। ଏବେ ଆଉ ଏକ Aqua Life III  ଲଞ୍ଚ୍ କରିଛି। ‌ଏହାର ମୂଲ୍ୟ ୫,୧୯୯ ଟଙ୍କା ରହିଛି। ଅନଲାଇନ୍ ସପିଂ ୱେବସାଇଟରେ ଏହି ଫୋନର ମୂଲ୍ୟ ଭିନ୍ନ ରହିଛି। Ebayରେ ଏହି ଫୋନର ମୂଲ୍ୟ ୫,୫୦୦ ଟଙ୍କା ରହିଥିବା ବେଳେ cyberpiace 4,999 ଟଙ୍କା ରହିଛି। ଏହି ଫୋନର ଡିସପ୍ଲେ […]

intex

intex

Rakesh Mallick
  • Published: Monday, 19 October 2015
  • Updated: 19 October 2015, 03:23 PM IST

Sports

Latest News

ନୂଆଦିଲ୍ଳୀ: ଦିପାବଳୀକୁ ଦୃଷ୍ଟିରେ ରଖି ଅନେକ ମୋବାଇଲ୍ କମ୍ପାନୀ ଅଧିକ ଫିଚର୍ସ ଥିବା ସ୍ମାର୍ଟଫୋନ୍ ଲଞ୍ଚ୍ କରୁଛନ୍ତି। ଇନଟେକ୍ସ ମଧ୍ୟ ଏହି ଧାରାରେ ସାମିଲ ହୋଇଛି। ଏବେ ଆଉ ଏକ Aqua Life III  ଲଞ୍ଚ୍ କରିଛି। ‌ଏହାର ମୂଲ୍ୟ ୫,୧୯୯ ଟଙ୍କା ରହିଛି।

ଅନଲାଇନ୍ ସପିଂ ୱେବସାଇଟରେ ଏହି ଫୋନର ମୂଲ୍ୟ ଭିନ୍ନ ରହିଛି। Ebayରେ ଏହି ଫୋନର ମୂଲ୍ୟ ୫,୫୦୦ ଟଙ୍କା ରହିଥିବା ବେଳେ cyberpiace 4,999 ଟଙ୍କା ରହିଛି।

ଏହି ଫୋନର ଡିସପ୍ଲେ 5 ଇଞ୍ଚ HD Ips ଥିବାବେଳେ 8 ମେଗାପିକ୍ସଲ ରିୟର ଓ 0.3 ମେଗାପିକ୍ସଲ ଫ୍ରଣ୍ଟ୍ ରହିଛି। ବ୍ୟାଟେରୀ 2,00 mAhର  ଓ 1GBର ରାମ ରହିଛି ଏହି ମୋବାଇଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos