ବଜାରକୁ ଆସିଲା ଇନଟେକ୍ସର Aqua Life III  ସ୍ମାର୍ଟଫୋନ୍

ନୂଆଦିଲ୍ଳୀ: ଦିପାବଳୀକୁ ଦୃଷ୍ଟିରେ ରଖି ଅନେକ ମୋବାଇଲ୍ କମ୍ପାନୀ ଅଧିକ ଫିଚର୍ସ ଥିବା ସ୍ମାର୍ଟଫୋନ୍ ଲଞ୍ଚ୍ କରୁଛନ୍ତି। ଇନଟେକ୍ସ ମଧ୍ୟ ଏହି ଧାରାରେ ସାମିଲ ହୋଇଛି। ଏବେ ଆଉ ଏକ Aqua Life III  ଲଞ୍ଚ୍ କରିଛି। ‌ଏହାର ମୂଲ୍ୟ ୫,୧୯୯ ଟଙ୍କା ରହିଛି।

ଅନଲାଇନ୍ ସପିଂ ୱେବସାଇଟରେ ଏହି ଫୋନର ମୂଲ୍ୟ ଭିନ୍ନ ରହିଛି। Ebayରେ ଏହି ଫୋନର ମୂଲ୍ୟ ୫,୫୦୦ ଟଙ୍କା ରହିଥିବା ବେଳେ cyberpiace 4,999 ଟଙ୍କା ରହିଛି।

ଏହି ଫୋନର ଡିସପ୍ଲେ 5 ଇଞ୍ଚ HD Ips ଥିବାବେଳେ 8 ମେଗାପିକ୍ସଲ ରିୟର ଓ 0.3 ମେଗାପିକ୍ସଲ ଫ୍ରଣ୍ଟ୍ ରହିଛି। ବ୍ୟାଟେରୀ 2,00 mAhର  ଓ 1GBର ରାମ ରହିଛି ଏହି ମୋବାଇଲେ।