ଭୁବନେଶ୍ୱର ଓ କଟକ ଏଟିଏମ୍‌ରେ ମିଳିଲା ୫୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଓ କଟକରେ ଥିବା ଏଟିଏମ୍‌ରେ ନୂଆ ୫୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ ହେଉଛି। ନୂଆ ୫୦୦ ଟଙ୍କିଆ ନୋଟ୍‌ ମିଳିବା ପରେ ଗ୍ରାହକଙ୍କୁ ଆସ୍ୱସ୍ତି ମିଳିଛି। ଏହା ଦ୍ୱାରା କିଛି ମାତ୍ରାରେ ଖୁଚୁରା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ଆଜି ଏଟିଏମ୍‌ରୁ ନୂଆ ୫୦୦ ଟଙ୍କିଆ ନୋଟ୍‌ ସଂଗ୍ରହ କରିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା।  ଏବେ ଏଟିଏମ୍‌ କାଉଣ୍ଟରରେ ୧୦୦, ୫୦୦ ଓ ୨୦୦୦ […]

note

note

Rakesh Mallick
  • Published: Friday, 18 November 2016
  • Updated: 18 November 2016, 08:36 PM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଓ କଟକରେ ଥିବା ଏଟିଏମ୍‌ରେ ନୂଆ ୫୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ ହେଉଛି। ନୂଆ ୫୦୦ ଟଙ୍କିଆ ନୋଟ୍‌ ମିଳିବା ପରେ ଗ୍ରାହକଙ୍କୁ ଆସ୍ୱସ୍ତି ମିଳିଛି। ଏହା ଦ୍ୱାରା କିଛି ମାତ୍ରାରେ ଖୁଚୁରା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

ଆଜି ଏଟିଏମ୍‌ରୁ ନୂଆ ୫୦୦ ଟଙ୍କିଆ ନୋଟ୍‌ ସଂଗ୍ରହ କରିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା।  ଏବେ ଏଟିଏମ୍‌ କାଉଣ୍ଟରରେ ୧୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ମିଳୁଛି।

ଅନ୍ୟପକ୍ଷରେ ପୁରୁଣା ନୋଟ୍‌ ବଦଳାଇଲା ବେଳେ ଆଙ୍ଗୁଠିରେ ଲାଗାଇବାକୁ ଥିବା କାଳି କଟକର କୌଣସି ବ୍ୟାଙ୍କକୁ ଆସିନି। ତେଣୁ ପୁରୁଣା ପଦ୍ଧତିରେ ନୋଟ୍‌ ବଦଳା ଯାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story