ବ୍ୟାଙ୍କଗୁଡ଼ିକ ବିଜୟ ମାଲ୍ୟାଙ୍କଠାରୁ ଋଣ ଅର୍ଥ ଆଦାୟ କରି ନେବେ: ଜେଟଲୀ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକ ବିଜୟ ମାଲ୍ୟାଙ୍କଠାରୁ ଋଣ ଅର୍ଥ ଆଦାୟ କରି ନେବେ। ଏଥିପାଇଁ ବ୍ୟାଙ୍କଗୁଡ଼ିକ ସମସ୍ତ ସମ୍ଭବ ପଦକ୍ଷେପ ନେଇପାରିବେ। ଏଥିପାଇଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ଦିଆଯାଇଛି। ଗୁରୁବାର ବିଜୟ ମାଲ୍ୟା ପ୍ରସଙ୍ଗରେ ଲୋକସଭାରେ ଏହି ଜବାବ ରଖିଛନ୍ତି କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲି। ସେ କହିଥିଲେ,“ମାଲ୍ୟା ବ୍ୟାଙ୍କଗୁଡ଼ିକରୁ ୯୦୯୧ କୋଟି ଟଙ୍କା ଋଣ କରିଛନ୍ତି। ତାଙ୍କ ନାଁରେ ସାରା ଦେଶରେ ମାମଲା ରହିଛି। ଭାରତରେ ଥିବା ତାଙ୍କର କିଛି ସଂପତ୍ତିକୁ ଜବତ […]

jaitley

jaitley

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 10:41 AM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକ ବିଜୟ ମାଲ୍ୟାଙ୍କଠାରୁ ଋଣ ଅର୍ଥ ଆଦାୟ କରି ନେବେ। ଏଥିପାଇଁ ବ୍ୟାଙ୍କଗୁଡ଼ିକ ସମସ୍ତ ସମ୍ଭବ ପଦକ୍ଷେପ ନେଇପାରିବେ। ଏଥିପାଇଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ଦିଆଯାଇଛି। ଗୁରୁବାର ବିଜୟ ମାଲ୍ୟା ପ୍ରସଙ୍ଗରେ ଲୋକସଭାରେ ଏହି ଜବାବ ରଖିଛନ୍ତି କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲି।

ସେ କହିଥିଲେ,“ମାଲ୍ୟା ବ୍ୟାଙ୍କଗୁଡ଼ିକରୁ ୯୦୯୧ କୋଟି ଟଙ୍କା ଋଣ କରିଛନ୍ତି। ତାଙ୍କ ନାଁରେ ସାରା ଦେଶରେ ମାମଲା ରହିଛି। ଭାରତରେ ଥିବା ତାଙ୍କର କିଛି ସଂପତ୍ତିକୁ ଜବତ କରାଯାଇଛି।”

ଏହା ସହିତ ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ,“ମାଲ୍ୟା ପ୍ରସଙ୍ଗ ପାଇଁ କଂଗ୍ରେସ ଦାୟୀ। ୨୦୦୪ ସେପ୍ଟେମ୍ବର ମାସରେ ମାଲ୍ୟାଙ୍କୁ ବ୍ୟାଙ୍କରୁ ଋଣ ନେବା ସୁବିଧା ଉପଲବ୍ଧ କରାଯାଇଥିଲା। ତାଙ୍କୁ କଂଗ୍ରେସ୍ ନେତୃତ୍ୱାଧୀନ ଉପା ସରକାର ଅମଳରେ ଲୋନ୍ ଦିଆଯାଇଥିଲା।”

ମାଲ୍ୟା ଦେଶ ଛାଡ଼ି ପଳାଇଥିବା ବେଳେ କଂଗ୍ରେସ ଆଜି ଏହାକୁ ପ୍ରସଙ୍ଗ କରି ରାଜ୍ୟସଭାରେ ସରକାରଙ୍କୁ ଘେରି ଥିଲା।  କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ କହିଥିଲେ,“ବିଜୟ ମାଲ୍ୟା ଛୁଞ୍ଚି ନୁହେଁ ଯେ ଖସି ପଳାଇଲା। ସେ ଏକ କିଲୋମିଟରରୁ ବି ଦେଖାଯିବ ଲୋକ। ଏହି ପ୍ରସଙ୍ଗରେ ସରକାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ଦରକାର।”

ଅପରପକ୍ଷେ କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି,“କିଏ ମାଲ୍ୟାଙ୍କୁ ଋଣ ଦେଲା ତାହା ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି ସେ ଦେଶ ଛାଡ଼ି ଗଲେ କେମିତି? ତାଙ୍କୁ ଦେଶ ଛାଡ଼ି ଯିବାକୁ କାହିଁକି ଅନୁମତି ଦିଆଗଲା?”

କଂଗ୍ରେସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସବୁ ବେଳେ ପରୀମାନଙ୍କୁ ସାଙ୍ଗରେ ଧରି ବୁଲୁ ଥିବା ମାଲ୍ୟା ଏମିତି କେମିତି ଗାଏବ ହୋଇଗଲେ।

ପ୍ରାୟ ୧୭ଟି ବ୍ୟାଙ୍କର ଋଣ ନ ଶୁଝି ଦେଶ ଛାଡ଼ିଛନ୍ତି ମାଲ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story