ଭୁବନେଶ୍ୱର: ଦେଶର ଅଗ୍ରଣୀ ଭାଲ୍ୟୁ ଆଡେ଼ଡ ଫେରୋ କ୍ରୋମ୍ ପ୍ରସ୍ତୁତକାରୀ କମ୍ପାନୀ ଇମ୍ଫା୨୦୧୫-୧୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଓ ପ୍ରଥମ ଅର୍ଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। କମ୍ପାନୀ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୮ କୋଟି ଟଙ୍କାର ରତ୍ପାନୀ କରିଛି। ଗତବର୍ଷ ଏହି ସମୟରେ ରପ୍ତାନୀ ପରିମାଣ ଥିଲା ୨୮୧ କୋଟି। ସେହିପରି ଏହି ସମୟରେ କମ୍ପାନୀ ୫ କୋଟି ୧୨ ଲକ୍ଷ କୋଟି ଟଙ୍କାର ନିଟ୍ ଲାଭ କରିଥିବା କମ୍ପାନୀର ମ୍ୟାନେଜିଂ ଡିରେକଟର ତଥା ସିଇଓ ଶୁଭ୍ରକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀ ୫୯ ହଜାର ୭୦୧ ଟନ୍ ଫେରୋକ୍ରୋମ୍ ଉତ୍ପାଦନ କରିଛି। ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୬୭ ପ୍ରତିଶତ ଅଧିକ। ତା’ସହିତ ଦ୍ୱିତୀୟ ତ୍ରୈମାସିକରେ ୨୬୮ ନିୟୁତ ୟୁନିଟ୍ ଶକ୍ତି ଉତ୍ପାଦନ ହୋଇଛି ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୬୧ ପ୍ରତିଶତ ଅଧିକ ବୋଲି କମ୍ପାନୀ ସିଇଓ ସୂଚନା ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।