ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୮ କୋଟି ଟଙ୍କାର ରତ୍ପାନୀ କରିଛି ଇମ୍ଫା

ଭୁବନେଶ୍ୱର: ଦେଶର ଅଗ୍ରଣୀ ଭାଲ୍ୟୁ ଆଡେ଼ଡ ଫେରୋ କ୍ରୋମ୍ ପ୍ରସ୍ତୁତକାରୀ କମ୍ପାନୀ ଇମ୍ଫା୨୦୧୫-୧୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଓ ପ୍ରଥମ ଅର୍ଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। କମ୍ପାନୀ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୮ କୋଟି ଟଙ୍କାର ରତ୍ପାନୀ କରିଛି। ଗତବର୍ଷ ଏହି ସମୟରେ ରପ୍ତାନୀ ପରିମାଣ ଥିଲା ୨୮୧ କୋଟି। ସେହିପରି ଏହି ସମୟରେ କମ୍ପାନୀ ୫ କୋଟି ୧୨ ଲକ୍ଷ କୋଟି ଟଙ୍କାର ନିଟ୍ ଲାଭ କରିଥିବା କମ୍ପାନୀର ମ୍ୟାନେଜିଂ ଡିରେକଟର […]

imfa

imfa

Rakesh Mallick
  • Published: Wednesday, 21 October 2015
  • Updated: 21 October 2015, 02:31 AM IST

Sports

Latest News

ଭୁବନେଶ୍ୱର: ଦେଶର ଅଗ୍ରଣୀ ଭାଲ୍ୟୁ ଆଡେ଼ଡ ଫେରୋ କ୍ରୋମ୍ ପ୍ରସ୍ତୁତକାରୀ କମ୍ପାନୀ ଇମ୍ଫା୨୦୧୫-୧୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଓ ପ୍ରଥମ ଅର୍ଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। କମ୍ପାନୀ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୮ କୋଟି ଟଙ୍କାର ରତ୍ପାନୀ କରିଛି। ଗତବର୍ଷ ଏହି ସମୟରେ ରପ୍ତାନୀ ପରିମାଣ ଥିଲା ୨୮୧ କୋଟି। ସେହିପରି ଏହି ସମୟରେ କମ୍ପାନୀ ୫ କୋଟି ୧୨ ଲକ୍ଷ କୋଟି ଟଙ୍କାର ନିଟ୍ ଲାଭ କରିଥିବା କମ୍ପାନୀର ମ୍ୟାନେଜିଂ ଡିରେକଟର ତଥା ସିଇଓ ଶୁଭ୍ରକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀ ୫୯ ହଜାର ୭୦୧ ଟନ୍ ଫେରୋକ୍ରୋମ୍ ଉତ୍ପାଦନ କରିଛି। ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୬୭ ପ୍ରତିଶତ ଅଧିକ। ତା’ସହିତ ଦ୍ୱିତୀୟ ତ୍ରୈମାସିକରେ ୨୬୮ ନିୟୁତ ୟୁନିଟ୍ ଶକ୍ତି ଉତ୍ପାଦନ ହୋଇଛି ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୬୧ ପ୍ରତିଶତ ଅଧିକ ବୋଲି କମ୍ପାନୀ ସିଇଓ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story