କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି: ଆସନ୍ତାକାଲି ପ୍ରକାଶ ପାଇପାରେ ପ୍ରଥମ ରାୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆସନ୍ତାକାଲି ତାଙ୍କର ପ୍ରଥମ ରାୟ ଶୁଣାଇ ପାରନ୍ତି। ଝାଡ଼ଖଣ୍ଡରେ ହୋଇଥିବା ଏକ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ କୋର୍ଟ ଏହି ଶୁଣାଣି କରିପାରନ୍ତି। ଏଥିରେ ଝାଡ଼ଖଣ୍ଡ ଇସ୍ପାତ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍‌) ଓ ଏହାର ଦୁଇ ନିର୍ଦ୍ଦେଶକ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟା ଅଭିଯୁକ୍ତ ଅଛନ୍ତି। ଜେଆଇପିଏଲ୍‌ ଓ ଏହାର ଦୁଇ ନିର୍ଦ୍ଦେଶକ ଭୁଲ୍ ଓ ଜାଲ୍ ତଥ୍ୟ […]

coal

coal

Rakesh Mallick
  • Published: Sunday, 27 March 2016
  • Updated: 27 March 2016, 11:17 AM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆସନ୍ତାକାଲି ତାଙ୍କର ପ୍ରଥମ ରାୟ ଶୁଣାଇ ପାରନ୍ତି। ଝାଡ଼ଖଣ୍ଡରେ ହୋଇଥିବା ଏକ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ କୋର୍ଟ ଏହି ଶୁଣାଣି କରିପାରନ୍ତି। ଏଥିରେ ଝାଡ଼ଖଣ୍ଡ ଇସ୍ପାତ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍‌) ଓ ଏହାର ଦୁଇ ନିର୍ଦ୍ଦେଶକ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟା ଅଭିଯୁକ୍ତ ଅଛନ୍ତି।

ଜେଆଇପିଏଲ୍‌ ଓ ଏହାର ଦୁଇ ନିର୍ଦ୍ଦେଶକ ଭୁଲ୍ ଓ ଜାଲ୍ ତଥ୍ୟ ଦେଇ କୋଇଲା ବ୍ଲକ୍ ହାତେଇ ଥିଲେ ବୋଲି ଅଭିଯୋଗ ରହିଛି।

ଏହି ମାମଲାରେ ଆସନ୍ତାକାଲି ଶୁଣାଣି କରିବା ପାଇଁ ମାର୍ଚ୍ଚ ୨୧ରେ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ଏକାଧିକ କୋଇଲା ବ୍ଲକ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ଆସନ୍ତାକାଲି ଏ ମାମଲାରେ ପ୍ରଥମ ରାୟ ପ୍ରକାଶ ପାଇବ।

ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ନାରାୟଣ ରାଓଙ୍କୁ ସାକ୍ଷୀ ଭାବେ ହାଜର ହେବା ପାଇଁ ସମନ ଜାରି କରିବାକୁ ଆର୍‌.ଏସ୍ ରୁଙ୍ଗଟା କୋର୍ଟଙ୍କୁ ଅନୁରୋଧ କରିଥିଲେ। ତେବେ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story