ଏବେ କୋଇଲା ରୟାଲ୍ଟି ବଢ଼ିବନି: ଅନୀଲ ସ୍ୱରୂପ

ଭୁବନେଶ୍ୱର: କୋଇଲା ଲୟାଲ୍ଟି ବୃଦ୍ଧି ଜାତୀୟ ନିଷ୍ପତ୍ତି। କୌଣସି ଗୋଟିଏ ରାଜ୍ୟକୁ ଦେଖି କୋଇଲାର ରୟାଲ୍ଟି ବୃଦ୍ଧି କରାଯାଇ ପାରିବ ନାହିଁ। କୋଇଲା ରୟାଲ୍ଟି ବୃଦ୍ଧି ହେଲେ ବିଦ୍ୟୁତ ଶୁଳ୍କ ବଢ଼ିବ। ଏହା ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ବୋଲି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ କହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ରୟାଲ୍ଟି ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ। ଆଜି କେନ୍ଦ୍ର କୋଇଲା ସଚିବ ସ୍ୱରୂପ ଓଡ଼ିଶା ଗସ୍ତରେ ଆସି […]

anil-swarup

anil-swarup

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 03:09 PM IST

ଭୁବନେଶ୍ୱର: କୋଇଲା ଲୟାଲ୍ଟି ବୃଦ୍ଧି ଜାତୀୟ ନିଷ୍ପତ୍ତି। କୌଣସି ଗୋଟିଏ ରାଜ୍ୟକୁ ଦେଖି କୋଇଲାର ରୟାଲ୍ଟି ବୃଦ୍ଧି କରାଯାଇ ପାରିବ ନାହିଁ। କୋଇଲା ରୟାଲ୍ଟି ବୃଦ୍ଧି ହେଲେ ବିଦ୍ୟୁତ ଶୁଳ୍କ ବଢ଼ିବ। ଏହା ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ବୋଲି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ କହିଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ରୟାଲ୍ଟି ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ।

ଆଜି କେନ୍ଦ୍ର କୋଇଲା ସଚିବ ସ୍ୱରୂପ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ସ୍ୱରୂପ କୋଇଲା ରୟାଲ୍ଟି ବୃଦ୍ଧି କରାଯାଇପାରିବ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story