ମୃଦୁ ପାନୀୟରେ ସୀସା ଅଭିଯୋଗ: ନମୁନା ସଂଗ୍ରହ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମ୍ୟାଗି ପରେ ଏବେ ମୃଦୁ ପାନୀୟରେ ସୀସା ଥିବା ଅଭିଯୋଗ ହୋଇଛି। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାରୁ ନମୁନା ସଂଗ୍ରହ କରିବାକୁ ଖାଦ୍ୟ ସୁରକ୍ଷା କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ ନେଇ ଏଡିଏମ୍‌ଓ ଏବଂ ମ୍ୟୁନିସିପାଲିଟି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ମିଳିବା ପରେ ଭୁବନେଶ୍ୱରରେ ୩ଟି ସ୍ଥାନରୁ ମୃଦୁ ପାନୀୟର ନମୁନା ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଲ୍ୟାବରେ […]

cold-drinks

cold-drinks

Rakesh Mallick
  • Published: Thursday, 24 November 2016
  • Updated: 26 November 2016, 08:30 AM IST

Sports

Latest News

ଭୁବନେଶ୍ୱର: ମ୍ୟାଗି ପରେ ଏବେ ମୃଦୁ ପାନୀୟରେ ସୀସା ଥିବା ଅଭିଯୋଗ ହୋଇଛି। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାରୁ ନମୁନା ସଂଗ୍ରହ କରିବାକୁ ଖାଦ୍ୟ ସୁରକ୍ଷା କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ ନେଇ ଏଡିଏମ୍‌ଓ ଏବଂ ମ୍ୟୁନିସିପାଲିଟି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶ ମିଳିବା ପରେ ଭୁବନେଶ୍ୱରରେ ୩ଟି ସ୍ଥାନରୁ ମୃଦୁ ପାନୀୟର ନମୁନା ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଲ୍ୟାବରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos