ଡାଲି ଜାତୀୟ ପଦାର୍ଥ ଉପରୁ ଭାଟ୍‌ ୫%ରୁ ୧%କୁ କମିବ

ଭୁବନେଶ୍ୱର: ଡାଲି ଓ ଡାଲି ଜାତୀୟ ପଦାର୍ଥ ଉପରୁ ଭାଟ୍‌କୁ ୫%ରୁ ୧%କୁ କମାଯିବ। ୩ ମାସ ପାଇଁ ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ। ଖୁବ୍‌ଶୀଘ୍ର ଏ ସମ୍ପର୍କରେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ୩ ମାସ ପରେ ଏହା ଉପରେ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଡାଲି ଜାତୀୟ ପଦାର୍ଥ […]

dall

dall

Rakesh Mallick
  • Published: Monday, 30 May 2016
  • Updated: 30 May 2016, 03:35 PM IST

Sports

Latest News

dallଭୁବନେଶ୍ୱର: ଡାଲି ଓ ଡାଲି ଜାତୀୟ ପଦାର୍ଥ ଉପରୁ ଭାଟ୍‌କୁ ୫%ରୁ ୧%କୁ କମାଯିବ। ୩ ମାସ ପାଇଁ ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ। ଖୁବ୍‌ଶୀଘ୍ର ଏ ସମ୍ପର୍କରେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ୩ ମାସ ପରେ ଏହା ଉପରେ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଡାଲି ଜାତୀୟ ପଦାର୍ଥ ଉପରୁ ଭାଟ୍‌ ଛାଡ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

 ଏନେଇ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“ଡାଲି ଓ ଡାଲିଜାତୀୟ ପଦାର୍ଥ ଉପରୁ ଭାଟ୍‌ ଛାଡ ନେଇ ସରକାର ଓ ବ୍ୟବସାୟୀ ସଂଘ ମଧ୍ୟରେ ସକାରାତ୍ମକ ଭାବେ ଆଲୋଚନା କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯିବ। ୩ ମାସ ପାଇଁ ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ କରାଯିବ। ଏହା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।”

ବୈଠକରେ ଯୋଗ ଦେଇଥିବା ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି,“ସରକାର ଓ ବ୍ୟବସାୟୀ ମହାସଂଘ ମଧ୍ୟରେ ହୋଇଥିବା ଏହି ଆଲୋଚନା ସକାରାତ୍ମକ ରହିଥିଲା। କିନ୍ତୁ କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ। ଆସନ୍ତା ବୁଧବାର ଦିନ ବ୍ୟବସାୟୀ ସଂଘର ସାଧାରଣ ବୈଠକ ବସିବ। ଏଥିରେ ଏନେଇ ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story