ବଜାରକୁ ଆସିଲା DataWindର ନୂଆ Tablet i3G7

ନୂଆଦିଲ୍ଲୀ:ଭାରତୀୟ ବଜାରରେ ପ୍ରବେଶ କରିଛି DataWindର ୭ ଇଞ୍ଜ ବିଶିଷ୍ଟ ନୂଆ Tablet i3G7। ଏହାର Resolusion ରହିଛି 600×1024 pixels। ଏହାର ବ୍ୟାଟେରୀ କ୍ଷମତା ରହିଛି 2800mAh। ଏହି ଟ୍ୟାବଲେଟ୍‌ର ଦର ରହିଛି ୫୯୯୯ ଟଙ୍କା। ଏଥିରେ ଅପରେଟିଂ ସିଷ୍ଟମ ଭାବେ Android Lollipop 5.1. ସୁବିଧା ରହିଛି। ଏହା କେବଳ କଳା ରଙ୍ଗରେ ବିଭିନ୍ନ ଇକର୍ମସ ସାଇଟ୍‌ ଓ ଷ୍ଟୋରରେ ଉପଲବ୍ଧ ହୋଇଛି। ଏଥିରେ 1GB RAM ରହିଥିବା ବେଳେ Internal Storage 8GB […]

datawind-ubislate-i3g7

datawind-ubislate-i3g7

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 03:40 PM IST

ନୂଆଦିଲ୍ଲୀ:ଭାରତୀୟ ବଜାରରେ ପ୍ରବେଶ କରିଛି DataWindର ୭ ଇଞ୍ଜ ବିଶିଷ୍ଟ ନୂଆ Tablet i3G7। ଏହାର Resolusion ରହିଛି 600x1024 pixels। ଏହାର ବ୍ୟାଟେରୀ କ୍ଷମତା ରହିଛି 2800mAh। ଏହି ଟ୍ୟାବଲେଟ୍‌ର ଦର ରହିଛି ୫୯୯୯ ଟଙ୍କା। ଏଥିରେ ଅପରେଟିଂ ସିଷ୍ଟମ ଭାବେ Android Lollipop 5.1. ସୁବିଧା ରହିଛି। ଏହା କେବଳ କଳା ରଙ୍ଗରେ ବିଭିନ୍ନ ଇକର୍ମସ ସାଇଟ୍‌ ଓ ଷ୍ଟୋରରେ ଉପଲବ୍ଧ ହୋଇଛି। ଏଥିରେ 1GB RAM ରହିଥିବା ବେଳେ Internal Storage 8GB ରହିଛି ଯାହାକି ପରବର୍ତ୍ତୀ ସମୟରେ 32GBକୁ ବର୍ଦ୍ଧିତ ହୋଇପାରିବ।

ଏଥିରେ Duel 3G Supporting SIMs,2MP Rear camera ଓ 0.3MP Front camera ରହିଛି। ଏହାସହ Bluetooth, GPS, A-GPS, GPRS/ EDGE ଓ Micro-USB ଅତ୍ୟାଧୁନିକ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos