ଆସନ୍ତାକାଲିଠାରୁ କେବଳ ୨୦୦୦ ଟଙ୍କାର ଅଚଳ ନୋଟ୍ ବଦଳାଇ ହେବ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଦିନକୁ ଜଣେ କେବଳ ୨୦୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍  ବଦଳାଇ ପାରିବେ। ଆଜି କେନ୍ଦ୍ର ଅର୍ଥ ସଚିବ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବ୍ୟାଙ୍କ କାଉଣ୍ଟରରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅଧିକରୁ ଅଧିକ ଲୋକଙ୍କୁ ସୁଯୋଗ ଦେବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ସୁଦ୍ଧା ଲୋକେ ୪,୫୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ […]

thousandrupee

thousandrupee

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 12:49 PM IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଦିନକୁ ଜଣେ କେବଳ ୨୦୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍  ବଦଳାଇ ପାରିବେ। ଆଜି କେନ୍ଦ୍ର ଅର୍ଥ ସଚିବ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ବ୍ୟାଙ୍କ କାଉଣ୍ଟରରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅଧିକରୁ ଅଧିକ ଲୋକଙ୍କୁ ସୁଯୋଗ ଦେବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ସୁଦ୍ଧା ଲୋକେ ୪,୫୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ। ଆସନ୍ତାକାଲିଠାରୁ କେବଳ ୨୦୦୦ ଟଙ୍କାର ଅଚଳ ନୋଟ୍ ବଦଳା ଯାଇପାରିବ।”

ଅର୍ଥ ସଚିବ କହିଛନ୍ତି,“ସରକାରଙ୍କ ପାଖରେ ନଗଦ ଅର୍ଥର ଅଭାବ ନାହିଁ।”

ଟଙ୍କା ବଦଳାଇବା ସୁବିଧାକୁ ଅଧିକ ଧର ବ୍ୟବହାର କରୁଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଗତକାଲିଠାରୁ ସରକାର ସେମାନଙ୍କ ଆଙ୍ଗୁଳିରେ କାଳି ଲଗାଇବାକୁ ନିର୍ଦ୍ଦେଶ ଦେବା ପରେ ଆଜି ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story