ଭାରତରେ ଲଞ୍ଚ୍‌ ହେଲା ପ୍ରଥମ ୪୮ ମେଗାପିକ୍ସେଲ୍ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚାଇନା ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଅନର୍ ନିଜର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍ Honor V20କୁ ଭାରତରେ ଲଞ୍ଚ୍ କରିଦେଇଛି। ଭାରତରେ ଏହା ଆପଣ ‘ଆମାଜନ୍’ ଇଣ୍ଡିଆ ଜରିଆରେ କିଣିପାରିବେ। ଚୀନ୍‌ରେ ଏହି ଫୋନ୍‌ଟିକୁ କମ୍ପାନୀ ଗତ ଡିସେମ୍ବରରେ ଲଞ୍ଚ୍ କରିଥିଲା। ଇଣ୍ଟରନ୍ୟାସ୍‌ନାଲ ମାର୍କେଟ୍‌ ପାଇଁ କମ୍ପାନୀ ଏହାକୁ ପ୍ୟାରିସ୍‌ରେ ମଧ୍ୟ ଜାନୁଆରୀ ୨୨ରେ ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନ୍‌ର ଅନେକ ବିଶେଷତ୍ୱ ରହିଛି। ଏହାକୁ କିଛି ନୂଆ ଫିଚର୍‌ ସହ ଲଞ୍ଚ କରାଯାଇଛି। ଏହା ଭାରତରେ […]

honor

honor

Chinmayee Roy
  • Published: Wednesday, 30 January 2019
  • Updated: 30 January 2019, 05:48 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚାଇନା ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଅନର୍ ନିଜର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍ Honor V20କୁ ଭାରତରେ ଲଞ୍ଚ୍ କରିଦେଇଛି। ଭାରତରେ ଏହା ଆପଣ 'ଆମାଜନ୍' ଇଣ୍ଡିଆ ଜରିଆରେ କିଣିପାରିବେ। ଚୀନ୍‌ରେ ଏହି ଫୋନ୍‌ଟିକୁ କମ୍ପାନୀ ଗତ ଡିସେମ୍ବରରେ ଲଞ୍ଚ୍ କରିଥିଲା। ଇଣ୍ଟରନ୍ୟାସ୍‌ନାଲ ମାର୍କେଟ୍‌ ପାଇଁ କମ୍ପାନୀ ଏହାକୁ ପ୍ୟାରିସ୍‌ରେ ମଧ୍ୟ ଜାନୁଆରୀ ୨୨ରେ ଲଞ୍ଚ୍ କରିଛି।

ଏହି ସ୍ମାର୍ଟଫୋନ୍‌ର ଅନେକ ବିଶେଷତ୍ୱ ରହିଛି। ଏହାକୁ କିଛି ନୂଆ ଫିଚର୍‌ ସହ ଲଞ୍ଚ କରାଯାଇଛି। ଏହା ଭାରତରେ ପ୍ରଥମ ପଞ୍ଚ୍‌ହୋଲ୍ ଡିସ୍‌ପ୍ଲେ ଯୁକ୍ତ ସ୍ମାର୍ଟଫୋନ୍‌ ଭାବେ ଲଞ୍ଚ୍ ହୋଇଛି। ଏହାର ଡିସ୍‌ପ୍ଲେ' ଉପର କର୍ନର୍‌ର ପଞ୍ଚ୍‌ହୋଲ୍‌ରେ ପ୍ରଣ୍ଟ କ୍ୟାମେରା ରହିଛି।

ଏହି ଫୋନ୍‌ର ସବୁଠୁ ବଡ଼ ବିଶେଷତ୍ତ୍ୱ ହେଉଛି, ଏଥିରେ ରହିଛି Sony IMX586 ସେନ୍‌ସର ଯୁକ୍ତ ୪୮ ମେଗାପିକ୍ସେଲ୍‌ର କ୍ୟାମେରା। ଭାରତୀୟ ମାର୍କେଟ୍‌ରେ ଏହା ପ୍ରଥମ ୪୮ ମେଗାପିକ୍ସେଲ୍‌ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍। ସେଲଫି ପାଇଁ ଏଥିରେ ୨୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ବି ଦିଆଯାଇଛି।

ଫୋନ୍‌ର ଆଉ ଏକ ବିଶେଷତ୍ତ୍ୱ ହେଉଛି, ଏଥିରେ 4,000mAhର ବ୍ୟାଟେରୀ ରହିଛି, ଯାହାକି ୧.୫ ଦିନର ବ୍ୟାକ୍‌ଅପ୍‌ ଦେବ। ଏଥିସହ ଏହି ଫୋନ୍‌ରେ NINE Liquid Cooling ଟେକ୍‌ ଦିଆଯାଇଛି, ଯାହାକି ଫୋନ୍‌କୁ ହିଟ୍‌ ହେବାରୁ ରକ୍ଷା କରିବ।

Honor V20ର 6GB ରାମ୍ ଓ 128GB ମେମୋରୀ ଭ୍ୟାରିଆଣ୍ଟର ମୂଲ୍ୟ ୩୭ ହଜାର ୯୯୯ ଟଙ୍କା ଥିବାବେଳେ 8GB ରାମ୍ ଓ ୨୫୬ ଇଣ୍ଟରନାଲ୍‌ ମେମୋରୀ ଭ୍ୟାରିଆଣ୍ଟର ମୁଲ୍ୟ ୪୫ ହଜାର ୯୯୦ ଟଙ୍କା ରହିଛି।

Honor View 20ରେ ୬.୪ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ' ଦିଆଯାଇଛି, ଯାହାର ଏସ୍ପେକ୍ଟ ରେସିଓ ୧୯:୫:୯ର ରହିଛି। ଏହି ଫୋନ୍‌ରେ ଅକ୍ଟାକୋର୍‌ Kirin 980 ଚିପ୍‌ସେଟ୍‌ ଦିଆଯାଇଛି ଓ ଡୁଆଲ୍‌ ଏନପିୟୁ ଓ ଜିପିୟୁ ଟର୍ବୋ ୨.୦ ଦିଆଯାଇଛି, ଯାହାକି ଗେମ୍‌ ଖେଳିଲାବେଳେ ଲ୍ୟାଗ୍‌ ଓ ଫୋନ୍‌କୁ ହ୍ୟାଙ୍ଗ ହେବାରୁ ସୁରକ୍ଷା ଦେବ। ଏଥିରେ Android Pie ବେସ୍ଡ୍ Magic UI 2.0 ଦିଆଯାଇଛି। ଏହି ଫୋନ୍‌ଟି ମାର୍କେଟ୍‌ରେ OnePlus 6Tକୁ କଡ଼ା ଟକ୍କର ଦେବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story