ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ବୈଧତା ଆଉ ୧୦ ଦିନ ବଢ଼ିଲା

ନୂଆଦିଲ୍ଲୀ: ଅଚଳ ହୋଇଯାଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ବୈଧତାକୁ କେନ୍ଦ୍ର ସରକାର ଆଉ ୧୦ ଦିନ ବଢ଼ାଇ ଦେଇଛନ୍ତି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସ୍ଥାନ ଗୁଡ଼ିକରେ ଏହି ନୋଟ୍ ଗୁଡ଼ିକ ଚାଲି ପାରିବ। ପୂର୍ବରୁ ସରକାର ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସ୍ଥାନଗୁଡ଼ିକରେ ପୁରୁଣା ନୋଟ୍ ଚାଲିପାରିବ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମେଡିକାଲ୍, ଔଷଧ ଦୋକାନ, ରେଳ ଷ୍ଟେସନ୍, ଶ୍ମଶାନ ଓ ପେଟ୍ରୋଲ୍ ପମ୍ପ […]

five-hundred

five-hundred

Rakesh Mallick
  • Published: Monday, 14 November 2016
  • Updated: 14 November 2016, 11:30 AM IST

Sports

Latest News

ନୂଆଦିଲ୍ଲୀ: ଅଚଳ ହୋଇଯାଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ବୈଧତାକୁ କେନ୍ଦ୍ର ସରକାର ଆଉ ୧୦ ଦିନ ବଢ଼ାଇ ଦେଇଛନ୍ତି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସ୍ଥାନ ଗୁଡ଼ିକରେ ଏହି ନୋଟ୍ ଗୁଡ଼ିକ ଚାଲି ପାରିବ। ପୂର୍ବରୁ ସରକାର ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସ୍ଥାନଗୁଡ଼ିକରେ ପୁରୁଣା ନୋଟ୍ ଚାଲିପାରିବ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମେଡିକାଲ୍, ଔଷଧ ଦୋକାନ, ରେଳ ଷ୍ଟେସନ୍, ଶ୍ମଶାନ ଓ ପେଟ୍ରୋଲ୍ ପମ୍ପ ଆଦି ସ୍ଥାନରେ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଚାଲିପାରିବ।

ନୋଟ୍ ଅଚଳ ପରେ ଆର୍ଥିକ ପ୍ରସଙ୍ଗରେ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ। ଏଥିରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ଆର୍‌ବିଆଇ ଗଭର୍ଣ୍ଣର ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକ ପରେ କେନ୍ଦ୍ର ଅର୍ଥ ସଚିବ ଶଶିକାନ୍ତ ଦାସ କହିଥିଲେ ଯେ ସବୁ ଡାକ୍ତରଖାନା, ପେଟ୍ରୋଲ୍ ପମ୍ପ, ରେଳ ଷ୍ଟେସନ୍ ଓ ବିମାନ ବନ୍ଦରରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ନଭେମ୍ବର ୨୪ ତାରିଖ ଚାଲି ପାରିବ। ସେହିପରି ବିଦ୍ୟୁତ୍ ଓ ପାଣି ବିଲ୍‌ ସହିତ ରାଜ୍ୟ ଓ କେନ୍ଦ୍ର ସରକାର ନେଉଥିବା ସମସ୍ତ ବିଲ୍‌ ପାଇଁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପୈଠ କରାଯାଇପାରିବ।

ସେ ଆହୁରି ମଧ୍ୟ କହିଥିଲେ ଯେ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଦେଶର କୌଣସି ଟୋଲ୍ ଗେଟ୍‌ରୁ ଫି’ ଆଦାୟ କରାଯିବ ନାହିଁ। ସାଧାରଣ ଲୋକେ ଆତଙ୍କିତ ହେବାର ଆବାଶ୍ୟକତା ନାହିଁ। ଆର୍‌ବିଆଇ ପାଖରେ ପର୍ଯ୍ୟାପ୍ତ ପରିମାଣରେ ନୋଟ୍ ମହଜୁଦ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story