ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଫ୍ଲାଇଟ ବେସ୍‌

ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ୧ରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ରହଣି କରିବ ବିମାନ। ଭୁବନେଶ୍ୱର ହେବ ପ୍ଲାଇଟ୍‌ ବେସ। ଅର୍ଥାତ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ରାତିରେ ରହିବ ସିଡ୍ୟୁଲ୍‌ଡ ଫ୍ଲାଇଟ୍। ଏହାଦ୍ୱାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଏବଂ ଭୋରରୁ ଭୁବନେଶ୍ୱରରୁ ବାହାର ସହରକୁ ଯାତ୍ରା କରି ହେବ। ନୂଆଦିଲ୍ଲୀ ଓ କୋଲକାତାରୁ ବିଳମ୍ବିତ ରାତିରେ ଇଣ୍ଡିଗୋର ୨ଟି ବିମାନ ଭୁବନେଶ୍ୱରକୁ ଆସିବ। ରାତି ୧୦ଟା ୦୫ […]

indigo

indigo

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 10:18 PM IST

Sports

Latest News

indigoଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ୧ରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ରହଣି କରିବ ବିମାନ। ଭୁବନେଶ୍ୱର ହେବ ପ୍ଲାଇଟ୍‌ ବେସ। ଅର୍ଥାତ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ରାତିରେ ରହିବ ସିଡ୍ୟୁଲ୍‌ଡ ଫ୍ଲାଇଟ୍। ଏହାଦ୍ୱାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଏବଂ ଭୋରରୁ ଭୁବନେଶ୍ୱରରୁ ବାହାର ସହରକୁ ଯାତ୍ରା କରି ହେବ। ନୂଆଦିଲ୍ଲୀ ଓ କୋଲକାତାରୁ ବିଳମ୍ବିତ ରାତିରେ ଇଣ୍ଡିଗୋର ୨ଟି ବିମାନ ଭୁବନେଶ୍ୱରକୁ ଆସିବ।

ରାତି ୧୦ଟା ୦୫ ମିନିଟ୍‌ରେ କୋଲକାତା ଏବଂ ୧୨ଟା ୩୦ ମିନିଟ୍‌ରେ ନୂଆଦିଲ୍ଲୀରୁ ଫ୍ଲାଇଟ ଆସି ଏଠାରେ ଅବତରଣ କରିବ। ରାତିରେ ଏହି ବିମାନ ୨ଟି ଗନ୍ତବ୍ୟ ସ୍ଥଳକୁ ନ ଫେରି ଭୁବନେଶ୍ୱରରେ ରହିବ। ପରଦିନ ସକାଳେ ୫ଟା ୫୫ ମିନିଟରେ କୋଲକାତା ଏବଂ ୬ଟା ୦୫ ମିନିଟ୍‌ରେ ନୂଆଦିଲ୍ଲୀ ଅଭିମୁଖେ ଏହି ୨ଟି ବିମାନ ଉଡାଣ କରିବ। ନୂଆଦିଲ୍ଲୀ ଓ କୋଲକାତାକୁ ନିୟମିତ କାମରେ ଯାଉଥିବା ଯାତ୍ରୀ ଏହାର ଫାଇଦା ନେଇ ପାରିବେ। ଯାତ୍ରୀମାନେ ଗୋଟିଏ ଦିନରେ କାର୍ଯ୍ୟ ସାରି ଓଡ଼ିଶାକୁ ମଧ୍ୟ ଫେରି ପାରିବେ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ରାମାସ୍ୱାମୀ ମହାଲିଙ୍ଗମ  କହିଛନ୍ତି,“ଅକ୍ଟୋବର ପହିଲାରୁ ଇଣ୍ଡିଗୋ ବିମାନର ୨ଟି ଫ୍ଲାଇଟ ଏଠାରେ ବେସ୍‌ କରିବେ। ଏହି ଦୁଇ ବିମାନ ବିଳମ୍ବିତ ରାତିରେ କୋଲକାତା ଓ ନୂଆଦିଲ୍ଲୀରୁ ଆସି ଏଠାରେ ଅବତରଣ କରିବେ। ତା’ପର ଦିନ ଭୋରରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବେ। ଏଠାରେ କିଛି ଲୋକଙ୍କୁ ଚାକିରି ମିଳିବା ସହ ଯାତ୍ରୀଙ୍କୁ ବିଳମ୍ବିତ ରାତି ଓ ସକାଳୁ ବିମାନ ସେବା ମିଳିପାରିବ।”

ବ୍ୟବସାୟୀ ପ୍ରସନ୍ନଜିତ ଜେନା କହିଛନ୍ତି,“ବ୍ୟବସାୟୀଙ୍କ ପାଇଁ ବହୁତ ଅସୁବିଧା ହେଉଥିଲା। ଗୋଟିଏ ଦିନରେ ଯାଇ ଫେରିବା ସମ୍ଭବ ହେଉ ନ ଥିଲା। ହୋଟେଲ ନେଇ ରହିବାକୁ ପଡୁଥିଲା। ଏହି ସେବା ମିଳିବା ପରେ ଆମେ ଆଶା କରୁଛି କିଛି ଅସୁବିଧା ହେବ ନାହିଁ।”

ବିଟେକ୍‌ ଛାତ୍ରୀ ସଞ୍ଚାରୀ ଘୋଷ କହିଛନ୍ତି,“ଜଣେ ଛାତ୍ରୀଭାବେ ସମୟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଯାତ୍ରା କାରଣରୁ ହଇରାଣ ହେଉଥିଲୁ। ଭୁବନେଶ୍ୱର ବିମାନବନ୍ଦରରୁ କୋଲକାତା ଓ ଦିଲ୍ଲୀକୁ ବିଳମ୍ବିତ ରାତିରେ ବିମାନ ଆସି ଭୋରୁ ଯିବା ଦ୍ୱାରା ଆମର ବହୁତ ସୁବିଧା ହେବ।”

ବର୍ତ୍ତମାନ ଏୟାରଇଣ୍ଡିଆ, ଇଣ୍ଡିଗୋ, ଭିସ୍ତରା ଏବଂ ଗୋ’ ଏୟାରର ୩୦ରୁ ଅଧିକ ବିମାନ ଦେଶର ୯ଟି ସହରକୁ ଭୁବନେଶ୍ୱର ସହ ସଂଯୋଗ କରୁଛି। ଆଗାମୀ ଅକ୍ଟୋବର ଓ ନଭେମ୍ବରରୁ ଇଣ୍ଡିଗୋର ୪ଟି ନୂତନ ବିମାନ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ନୂଆଦିଲ୍ଲୀ ପାଇଁ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story