ରାଜ୍ୟ ସରକାର ସହଯୋଗ କଲେ ଓଡ଼ିଶାରେ ଖୋଲାଯିବ ଫ୍ଲାଇଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍: କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ  

ଭୁବନେଶ୍ୱର: ଓଡ଼ିଶାରେ ଖୋଲିପାରେ ଫ୍ଲାଇଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍। ଓଡ଼ିଶା ସରକାର ସହଯୋଗର ହାତ ବଢ଼ାଇଲେ ଏହି ଇନଷ୍ଟିଚ୍ୟୁଟ୍ ଖୋଲିବାରେ କେନ୍ଦ୍ର ସହଯୋଗ କରିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ । ଆଜି ଭୁବନେଶ୍ୱରରେ ଆୟୋଜିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଂସଦୀୟ ପରାମର୍ଶ କମିଟି ବୈଠକ ଅବସରରେ ସେ ଏ କଥା କହିଥିଲେ। ଗଜପତି ରାଜୁ କହିଥିଲେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ କାର୍ଯ୍ୟରତ ମାନବସମ୍ୱଳଙ୍କୁ ପ୍ରଶିକ୍ଷଣ […]

minister

minister

Rakesh Mallick
  • Published: Friday, 09 October 2015
  • Updated: 09 October 2015, 02:39 PM IST

Sports

Latest News

ministerଭୁବନେଶ୍ୱର: ଓଡ଼ିଶାରେ ଖୋଲିପାରେ ଫ୍ଲାଇଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍। ଓଡ଼ିଶା ସରକାର ସହଯୋଗର ହାତ ବଢ଼ାଇଲେ ଏହି ଇନଷ୍ଟିଚ୍ୟୁଟ୍ ଖୋଲିବାରେ କେନ୍ଦ୍ର ସହଯୋଗ କରିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ । ଆଜି ଭୁବନେଶ୍ୱରରେ ଆୟୋଜିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଂସଦୀୟ ପରାମର୍ଶ କମିଟି ବୈଠକ ଅବସରରେ ସେ ଏ କଥା କହିଥିଲେ।

ଗଜପତି ରାଜୁ କହିଥିଲେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ କାର୍ଯ୍ୟରତ ମାନବସମ୍ୱଳଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବର୍ତ୍ତମାନ ଭାରତରେ ସେଭଳି ଅନୁଷ୍ଠାନ ବ୍ୟାପକ ଭାବେ ନାହିଁ। ଫଳରେ ଏଠାରେ ବିମାନ ଉଡ଼ାଉଥିବା ପ୍ରାୟ ୬୦ ପ୍ରତିଶତ ପାଇଲଟ୍ ଦେଶ ବାହାରେ ପ୍ରଶିକ୍ଷଣ ନେଉଛନ୍ତି। ବର୍ତ୍ତମାନ ଦେଶର ୫୯ଟି ବିମାନ ବନ୍ଦରରେ ୧୨୯୫ଟି ପଦବୀ ଖାଲି ରହିଛି। ଓଡ଼ିଶା ସରକାର ସହଯୋଗ କଲେ ଏଠାରେ ମଧ୍ୟ ଏକ ଫ୍ଲାଇଂ ଇନଷ୍ଟିଚ୍ୟୁଟ୍ ସ୍ଥାପନ କରାଯିବ।

ବିମାନବନ୍ଦର ଓ ବିମାନସେବା କିଭଳି ସୁରକ୍ଷିତ ରହିବ  ସେନେଇ ଆଜି ସଂସଦୀୟ ପରାମର୍ଶ କମିଟି ବୈଠକରେ ଆଲୋଚନା ହୋଇଥିଲା। ବିମାନସେବା ପାଇଁ ବିଶେଷକରି ବିମାନବନ୍ଦରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ବିମାନବନ୍ଦରରେ ଆଣ୍ଟି ହାଇଜାକିଂ ୟୁନିଟ୍, ପ୍ରୋଟେକ୍ସନ ୟୁନିଟ୍ ଏବଂ ଇଣ୍ଟେଲିଜେନ୍ସ ଓ ସର୍ଭେଲାନ୍ସ ୟୁନିଟ୍ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଦେଶର ବିଭିନ୍ନ ଆଞ୍ଚଳିକ ସହରଗୁଡ଼ିକୁ ବିମାନ ସଂଯୋଗ ଉପରେ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଛି।

ଏହି ବୈଠକରେ  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଂସଦୀୟ ପରାମର୍ଶ କମିଟି ସଦସ୍ୟ ପ୍ରଫୁଲ ପଟେଲଙ୍କ ସହିତ ସିଆଇଏସଏଫ୍ ଓ ବେସାମରିକ ମନ୍ତ୍ରଣାଳୟର ଅଧିକାରୀ ତଥା ବିମାନବନ୍ଦର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story