ଲଞ୍ଚ୍ ହେଲା ବିଶ୍ୱର ଶସ୍ତା ସ୍ମାର୍ଟ ଫୋନ୍ Freedom 251, ମୂଲ୍ୟ ୨୫୧ ଟଙ୍କା

ନୂଆଦିଲ୍ଲୀ: ଲଞ୍ଚ୍ ହୋଇଛି ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟ ଫୋନ୍। ଏହି ସ୍ମାର୍ଟ ଫୋନ୍‌ର ନାଁ Freedom 251। ଏହାର ମୂଲ୍ୟ ରହିଛି ମାତ୍ର ୨୫୧ ଟଙ୍କା। ଏହାକୁ ପ୍ରସ୍ତୁତ କରିଛି ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା ରିଙ୍ଗିଙ୍ଗ୍ ବେଲ୍ସ। ଫେବ୍ରୁଆରୀ ୧୮ ତାରିଖରୁ କଂପାନୀର ୱେବସାଇଟ୍ freedom251.com ମାଧ୍ୟମରେ ଗ୍ରାହକମାନେ ଏହି ମୋବାଇଲ୍ କିଣି ପାରିବେ। Freedom 251 ହେଉଛି ଏକ ୪ ଇଞ୍ଚ୍ qHd ଡିସପ୍ଲେ ଯୁକ୍ତ ସ୍ମାର୍ଟଫୋନ୍। ଏହା 960×540 ପିକ୍ସେଲ୍ ରିଜୋଲୁସନ୍ ବିଶିଷ୍ଟ […]

freedom_251

freedom_251

Rakesh Mallick
  • Published: Wednesday, 17 February 2016
  • Updated: 18 February 2016, 05:33 PM IST

Sports

Latest News

freedom_251ନୂଆଦିଲ୍ଲୀ: ଲଞ୍ଚ୍ ହୋଇଛି ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟ ଫୋନ୍। ଏହି ସ୍ମାର୍ଟ ଫୋନ୍‌ର ନାଁ Freedom 251। ଏହାର ମୂଲ୍ୟ ରହିଛି ମାତ୍ର ୨୫୧ ଟଙ୍କା। ଏହାକୁ ପ୍ରସ୍ତୁତ କରିଛି ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା ରିଙ୍ଗିଙ୍ଗ୍ ବେଲ୍ସ। ଫେବ୍ରୁଆରୀ ୧୮ ତାରିଖରୁ କଂପାନୀର ୱେବସାଇଟ୍ freedom251.com ମାଧ୍ୟମରେ ଗ୍ରାହକମାନେ ଏହି ମୋବାଇଲ୍ କିଣି ପାରିବେ।

Freedom 251 ହେଉଛି ଏକ ୪ ଇଞ୍ଚ୍ qHd ଡିସପ୍ଲେ ଯୁକ୍ତ ସ୍ମାର୍ଟଫୋନ୍। ଏହା 960x540 ପିକ୍ସେଲ୍ ରିଜୋଲୁସନ୍ ବିଶିଷ୍ଟ ସ୍ମାର୍ଟଫୋନ୍। ଏହି ହ୍ୟାଣ୍ଡ୍‌ସେଟ୍‌ରେ ଅଛି 1.3GHz କ୍ୱାଡ୍-କୋର୍ ପ୍ରୋସେସର୍। ଏହା Android 5.1 Lollipop ଅପରେଟିଂ ସିଷ୍ଟମରେ ଚାଲୁଛି। ଏଥିରେ 1GB ରାମ୍ ରହିଥିବା ବେଳେ 8GBର ଇଣ୍ଟରନାଲ୍ ଷ୍ଟୋରେଜ୍ ବ୍ୟବସ୍ଥା ରହିଛି ଯାହାକୁ ପରେ ଏକ microSD କାର୍ଡ ବ୍ୟବହାର କରାଯାଇ 32GBକୁ ସଂପ୍ରସାରଣ କରା ଯାଇପାରିବ।

ଏହି ସ୍ମାର୍ଟ ଫୋନ୍‌ରେ ଆପଣ ଫଟୋ ମଧ୍ୟ ଉଠାଇପାରିବେ। ଏଥିପାଇଁ ଏଥିରେ 3.2MPର ଏକ ରିୟର କ୍ୟାମେରା ଓ 0.3MP ଏକ ଫ୍ରଣ୍ଟ୍ କ୍ୟାମେରା ରହିଛି।

Freedom 251ରେ ଏକ 1,450mAh ବ୍ୟାଟେରୀ ଅଛି। ଥରେ ଚାର୍ଜ କଲେ ଏହା ଦିନ ତମାମ ଚାଲିବ ବୋଲି କଂପାନୀ ପକ୍ଷରୁ ଦାବି କରାଯାଇଛି।

ଏହି ସ୍ମାର୍ଟଫୋନ୍ ଉପରେ କଂପାନୀ ୧ ବର୍ଷ ୱାରେଣ୍ଟି ଦେଉଛି। ସାରା ଦେଶରେ ରିଙ୍ଗିଙ୍ଗ୍ ବେଲ୍ସର ୬୫୦ଟି ସର୍ଭିସ୍ ସେଣ୍ଟର ରହିଛି।

କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆର ଅଂଶ ଭାବେ କଂପାନୀ ଏହି ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story