ନୂଆଦିଲ୍ଳୀ: ଏଲପିଜି ସିଲିଣ୍ଡରରେ କମ୍ ଗ୍ୟାସ୍ ଆସୁଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏଲପିଜି ସିଲିଣ୍ଡରରୁ ଗ୍ୟାସ୍ ଚୋରି ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ। ଗ୍ୟାସ୍ ଚୋରି ରୋକିବାକୁ ମନ୍ତ୍ରଣାଳୟ ପକ୍ଷରୁ ଟ୍ରାନ୍ସପରେଣ୍ଟ୍ ଏଲପିଜି ସିଲିଣ୍ଡର ବଜାରକୁ ଛଡ଼ା ଯିବାକୁ ଯୋଜନା କରାଯାଇଛି। ଏହି ସିଲିଣ୍ଡରର ଖାସିୟତ ହେଉଛି- ଗ୍ୟାସ୍ ଚୋରି ହୋଇଛି କି ତାହା ସହଜରେ ଜଣାପଡ଼ିଯିବ।
ଏଚପିସିଏଲ୍ (ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍)ଏପରି ଟ୍ରାନ୍ସପରେଣ୍ଟ୍ ସିଲିଣ୍ଡର ପାଇଁ ଖୁବଶୀଘ୍ର ଏକ ପାୟଲେଟ୍ ପ୍ରଜେକ୍ଟ୍ ଆରମ୍ଭ କରିବାକୁ ଯାଉଛି। ଏହି ସିଲିଣ୍ଡରଗୁଡ଼ିକୁ କଂପୋଜିଟ୍ ସିଲିଣ୍ଡର ବୋଲି କୁହାଯାଉଛି।
ଏହି ସିଲିଣ୍ଡରଗୁଡ଼ିକ ସାଧାରଣ ସିଲିଣ୍ଡର ଅପେକ୍ଷା ମହଙ୍ଗା ହେବ। ଏହାର ମୂଲ୍ୟ ୨୫୦୦ରୁ ୩୦୦୦ ଟଙ୍କା ହୋଇପାରେ ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।