ବଢିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ସୁନା ଓ ରୂପା ଦର। ଆଜି ବିଶ୍ୱ ବଜାରରେ ସୁନା ପ୍ରତି ୧୦ ଗ୍ରାମ୍‌କୁ ୩୧୦ ଟଙ୍କା ବୃଦ୍ଧି ପାଇ ୩୧,୨୮୦ଟଙ୍କାରେ ପହଞ୍ଚିଥିବା ବେଳେ ରୂପା ଦର କେଜି ପ୍ରତି ୧,୦୫୦ ବୃଦ୍ଧି ପାଇ ୪୭, ୩୫୦ ଟଙ୍କାରେ ପହଞ୍ଚିଛି। ଅଳଙ୍କାର ଦୋକାନ ଓ ଘରୋଇ ଗ୍ରାହକଙ୍କ ଚାହିଦା ବୃଦ୍ଧି ଫଳରେ ସୁନ ଓ ରୂପା ଦର ବୃଦ୍ଧି ପାଇଛି। ଗତ ୬ ତାରିଖରେ ସୁନା ୧୦ଗ୍ରାମ […]

gold-jewellery 2

gold-jewellery 2

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 05:34 PM IST

Sports

Latest News

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ସୁନା ଓ ରୂପା ଦର। ଆଜି ବିଶ୍ୱ ବଜାରରେ ସୁନା ପ୍ରତି ୧୦ ଗ୍ରାମ୍‌କୁ ୩୧୦ ଟଙ୍କା ବୃଦ୍ଧି ପାଇ ୩୧,୨୮୦ଟଙ୍କାରେ ପହଞ୍ଚିଥିବା ବେଳେ ରୂପା ଦର କେଜି ପ୍ରତି ୧,୦୫୦ ବୃଦ୍ଧି ପାଇ ୪୭, ୩୫୦ ଟଙ୍କାରେ ପହଞ୍ଚିଛି।

ଅଳଙ୍କାର ଦୋକାନ ଓ ଘରୋଇ ଗ୍ରାହକଙ୍କ ଚାହିଦା ବୃଦ୍ଧି ଫଳରେ ସୁନ ଓ ରୂପା ଦର ବୃଦ୍ଧି ପାଇଛି।

ଗତ ୬ ତାରିଖରେ ସୁନା ୧୦ଗ୍ରାମ ପ୍ରତି ୧୭୦ଟଙ୍କା ହ୍ରାସ ପାଇ ୩୦,୯୩୦ ଟଙ୍କାକୁ ଖସିଥିବାବେଳେ ରୂପା କେଜି ପ୍ରତି ୯୦୦ ଟଙ୍କା ହ୍ରାସ ପାଇ ୪୬,୩୦୦ ଟଙ୍କାରେ ପହଞ୍ଚିଥିଲା।

ଗତ ଜୁଲାଇ ୧୪ ତାରିଖରେ ସୁନା ୧୦ ଗ୍ରାମ ପ୍ରତି ୨୮୫ଟଙ୍କା ହ୍ରାସ ଘଟି ୩୦,୬୫୦ଟଙ୍କାରେ ପହଞ୍ଚିଥିଲା।ରୂପା ଦର କେଜି ପ୍ରତି ୪୬,୫୦୦ ଟଙ୍କାରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story