ଗ୍ରୀନ୍ ଟ୍ରିବ୍ୟୁନାଲ୍‌ଙ୍କୁ ଜଣାଇଲା ପସ୍କୋ, ୨୦୧୭ ସୁଦ୍ଧା ଓଡ଼ିଶା ପ୍ରକଳ୍ପ ଶେଷ କରିବା ଅସମ୍ଭବ

ନୂଆଦିଲ୍ଲୀ/ଭୁବନେଶ୍ୱର:୨୦୧୭ ଜୁଲାଇ ସୁଦ୍ଧା ଓଡ଼ିଶାରେ ପ୍ରସ୍ତାବିତ ଇସ୍ପାତ କାରଖାନାର କାମ ଶେଷ ହୋଇପାରିବ ନାହିଁ ବୋଲି ଆଜି ପସ୍କୋ ପକ୍ଷରୁ ନ୍ୟାସ୍‌ନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍‌କୁ କୁହାଯାଇଛି। କଂପାନୀ ପକ୍ଷରୁ ଟ୍ରିବ୍ୟୁନାଲ୍‌କୁ କୁହାଯାଇଛି ଯେ ୫୨,୦୦୦ କୋଟି ଟଙ୍କାର ଏହି ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଭିନ୍ନ ପ୍ରକାରର ଆଇନଗତ ବାଧା ଯୋଗୁଁ ଏଯାଏଁ ଆରମ୍ଭ ହୋଇପାରିନାହିଁ। ତେଣୁ ଏତେ କମ୍ ସମୟ ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ସମ୍ଭବ ନୁହେଁ। କଂପାନୀ ସୂତ୍ରରୁ ମିଳିଥିବା […]

posco

posco

Rakesh Mallick
  • Published: Friday, 08 April 2016
  • Updated: 08 April 2016, 11:25 AM IST

Sports

Latest News

poscoନୂଆଦିଲ୍ଲୀ/ଭୁବନେଶ୍ୱର:୨୦୧୭ ଜୁଲାଇ ସୁଦ୍ଧା ଓଡ଼ିଶାରେ ପ୍ରସ୍ତାବିତ ଇସ୍ପାତ କାରଖାନାର କାମ ଶେଷ ହୋଇପାରିବ ନାହିଁ ବୋଲି ଆଜି ପସ୍କୋ ପକ୍ଷରୁ ନ୍ୟାସ୍‌ନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍‌କୁ କୁହାଯାଇଛି।

କଂପାନୀ ପକ୍ଷରୁ ଟ୍ରିବ୍ୟୁନାଲ୍‌କୁ କୁହାଯାଇଛି ଯେ ୫୨,୦୦୦ କୋଟି ଟଙ୍କାର ଏହି ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଭିନ୍ନ ପ୍ରକାରର ଆଇନଗତ ବାଧା ଯୋଗୁଁ ଏଯାଏଁ ଆରମ୍ଭ ହୋଇପାରିନାହିଁ। ତେଣୁ ଏତେ କମ୍ ସମୟ ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ସମ୍ଭବ ନୁହେଁ।

କଂପାନୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ପ୍ରକଳ୍ପ ପାଇଁ ଏଯାଏଁ ଜଙ୍ଗଲ ଓ ଅନ୍ୟ ଅନୁମତି ମିଳିନାହିଁ। ପରିବେଶ ଅନୁମତି ୨୦୦୭ ଜୁଲାଇ ପର୍ଯ୍ୟନ୍ତ ରହିଛି।

ପସ୍କୋ ଓଡ଼ିଶାରେ ପ୍ରକଳ୍ପ କରିବ ନା ନାହିଁ ସେ ନେଇ ମଧ୍ୟ ସ୍ପଷ୍ଟ କରୁ ନାହିଁ। ଅନ୍ୟ ପକ୍ଷରେ ଓଡ଼ିଶାରେ ଏହି ପ୍ରକଳ୍ପ ପ୍ରତିଷ୍ଠାରେ ଆସୁଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବା ଲାଗି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଆଜି ନୂଆଦିଲ୍ଲୀରେ ଅବସ୍ଥାପିତ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ଚୋ ହୁନ୍ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ତେବେ ସେମାନଙ୍କ ଆଲୋଚନାରେ ପସ୍କୋ ପ୍ରସଙ୍ଗ ସ୍ଥାନ ପାଇ ନ ଥିଲା ବୋଲି ସେ କହିଛନ୍ତି।

ବୈଠକ ପରେ ଚୋ ହୁନ୍ କହିଥିଲେ,“ଓଡ଼ିଶାରେ ପସ୍କୋ ପ୍ରସ୍ତାବିତ ପ୍ରକଳ୍ପ କରିବା ନା ନାହିଁ, ସେ ନେଇ ମୁଁ କିଛି ଜାଣିନାହିଁ। ଏ ବିଷୟରେ ମୋତେ କିଛି ଅବଗତ କରାଯାଇନାହିଁ। ଦୁର୍ଭାଗ୍ୟର କଥା ୧୦ ବର୍ଷ ହେଲାଣି ଏହି ପ୍ରକଳ୍ପଟି ଆଗେଇ ପାରୁନି। ଏବେ ଏ ନେଇ ଟିକେ ପୃଥକ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି।”

ସେ କହିଥିଲେ,“ଓଡ଼ିଶା ପସ୍କୋ ପାଖରେ ଅଟକି ଯିବା ଠିକ୍ ନୁହେଁ। ଓଡ଼ିଶାରେ ଅନ୍ୟାନ୍ୟ କ୍ଷେତ୍ରରେ ନିବେଶ କରିବା ପାଇଁ ଦକ୍ଷିଣ କୋରିଆର କଂପାନୀଗୁଡ଼ିକ ପାଖରେ ଯଥେଷ୍ଟ ସୁଯୋଗ ରହିଛି। ମୁଁ ସବୁବେଳେ ଓଡ଼ିଶାର ଅନୁକୂଳ ପରିବେଶ କଥା କହିଥାଏ। ଏ ବାର୍ତ୍ତା ମୁଁ ଦକ୍ଷିଣ କୋରିଆର କଂପାନୀଗୁଡ଼ିକ ନିକଟରେ ପହଞ୍ଚାଇ ପାରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story