ଜିଏସଟି ରାଜସ୍ୱ ବଂଟନ ବ୍ୟବସ୍ଥାକୁ ରାଜ୍ୟମାନେ ବିରୋଧ କରୁ ନାହାନ୍ତି: ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବସ୍ତୁ ଓ ସେବା କର (ଜିଏସଟି) ସମ୍ବନ୍ଧିତରାଜସ୍ୱ ବଂଟନ ପାଇଁ ଯେଉଁ ନୀତି ନିଦ୍ଧାର୍ରଣ କରିଛନ୍ତି ତାହାକୁ କୌଣସି ରାଜ୍ୟ ସରକାର ବିରୋଧ କରୁ ନାହାନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ  ସେ କହିଥିଲେ ଯେ ପ୍ରସ୍ତାବିତ ଜିଏସଟି ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଉଭୟେ ଉପକୃତ ହେବେ। ପ୍ରତ୍ୟେକ ଜିନିଷ ଉପରେ ଟିକସ ରହିବ। କେନ୍ଦ୍ର ସରକାର କେନ୍ଦ୍ରୀୟ ବସ୍ତୁ ଓ ସେବା କର ଆଦାୟ କରିବେ। ଗୋଟିଏ […]

jayant

jayant

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 04:31 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବସ୍ତୁ ଓ ସେବା କର (ଜିଏସଟି) ସମ୍ବନ୍ଧିତରାଜସ୍ୱ ବଂଟନ ପାଇଁ ଯେଉଁ ନୀତି ନିଦ୍ଧାର୍ରଣ କରିଛନ୍ତି ତାହାକୁ କୌଣସି ରାଜ୍ୟ ସରକାର ବିରୋଧ କରୁ ନାହାନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ  ସେ କହିଥିଲେ ଯେ ପ୍ରସ୍ତାବିତ ଜିଏସଟି ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଉଭୟେ ଉପକୃତ ହେବେ। ପ୍ରତ୍ୟେକ ଜିନିଷ ଉପରେ ଟିକସ ରହିବ। କେନ୍ଦ୍ର ସରକାର କେନ୍ଦ୍ରୀୟ ବସ୍ତୁ ଓ ସେବା କର ଆଦାୟ କରିବେ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଜିନିଷ ଉପରେ କେନ୍ଦ୍ର ସରକାର କର ଧାର୍ଯ୍ୟ କରିବେ। ସେହି ଅର୍ଥ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଧାରା ୨୬୯ (ଏ) ଅନୁଯାୟୀ ବଂଟନ କରାଯିବ ବୋଲି ଶ୍ରୀ ସିହ୍ନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story