ହୋଲ୍‌ସଲର ଓ ରିଟେଲରଙ୍କ ପାଇଁ ଧାର୍ଯ୍ୟ ହେଲା ଡାଲି ଓ ତେଲ ପରିମାଣ

ଭୁବନେଶ୍ୱର: ହୋଲସେଲର ଓ ରିଟେଲର କେତେ ଡାଲି ଓ ତେଲ ରଖି ପାରିବେ ସେ ନେଇ ରାଜ୍ୟ ସରକାର ଷ୍ଟକ୍‌ ଲିମିଟି ଧାର୍ଯ୍ୟ କରିଛନ୍ତି। ଏହାସହ ବ୍ୟବସାୟୀଙ୍କ ପାଇଁ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ଫି’ ମଧ୍ୟ ଧାର୍ଯ୍ୟ କରାଯାଇଛି। ଗେଜେଟ୍‌ ନୋଟିଫିକେସନ ବାହାରିବା ବିଳମ୍ବ ହୋଇଥିବାରୁ ଏହା କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। ସରକାରୀ ଧାର୍ଯ୍ୟ ଅନୁସାରେ ଜଣେ ହୋଲସେଲର ୨୦୦୦ କ୍ୱିଣ୍ଟାଲ ଡାଲି ଓ ୨୦ କ୍ୱିଣ୍ଟାଲ ଖାଇବା ତେଲ ଗଚ୍ଛିତ ରଖି ପାରିବେ। […]

DALI

DALI

Rakesh Mallick
  • Published: Sunday, 30 October 2016
  • Updated: 31 October 2016, 03:19 PM IST

Sports

Latest News

daliଭୁବନେଶ୍ୱର: ହୋଲସେଲର ଓ ରିଟେଲର କେତେ ଡାଲି ଓ ତେଲ ରଖି ପାରିବେ ସେ ନେଇ ରାଜ୍ୟ ସରକାର ଷ୍ଟକ୍‌ ଲିମିଟି ଧାର୍ଯ୍ୟ କରିଛନ୍ତି। ଏହାସହ ବ୍ୟବସାୟୀଙ୍କ ପାଇଁ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ଫି’ ମଧ୍ୟ ଧାର୍ଯ୍ୟ କରାଯାଇଛି। ଗେଜେଟ୍‌ ନୋଟିଫିକେସନ ବାହାରିବା ବିଳମ୍ବ ହୋଇଥିବାରୁ ଏହା କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା।

ସରକାରୀ ଧାର୍ଯ୍ୟ ଅନୁସାରେ ଜଣେ ହୋଲସେଲର ୨୦୦୦ କ୍ୱିଣ୍ଟାଲ ଡାଲି ଓ ୨୦ କ୍ୱିଣ୍ଟାଲ ଖାଇବା ତେଲ ଗଚ୍ଛିତ ରଖି ପାରିବେ। ରିଟେଲର ମାନେ ୫୦ କ୍ୱିଣ୍ଟାଲ ଡାଲି ଓ ୨୦ କ୍ୱିଣ୍ଟାଲ ଖାଇବା ତେଲ ରଖି ପାରିବେ। ସେହିପରି ହୋଲସେଲରମାନେ ୫୦୦ କ୍ୱିଣ୍ଟାଲ ଏବଂ ରିଟେଲରମାନେ ୫୦ କ୍ୱିଣ୍ଟାଲ ତୈଳବୀଜ ତେଲ ରଖି ପାରିବେ।

ଡାଲି ବିକ୍ରି ପାଇଁ ନୂଆ ଲାଇସେନ୍ସ କଲେ ହୋଲସେଲିଂ ପାଇଁ  ୫୦୦୦ ଏବଂ ରିଟେଲିଂ ପାଇଁ ୫୦୦ ଟଙ୍କା ଫି’ ଦେବାକୁ ପଡିବ। ରିନ୍ୟୁଆଲ ଫି’ ହୋଲସେଲିଂ ପାଇଁ ୩୭୫୦ ଟଙ୍କା ଓ ରିଟେଲିଂ ପାଇଁ ୩୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଡାଲି ଓ ତେଲ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଫି’ ହୋଲସେଲିଂ ପାଇଁ ୫୦୦ ଓ ରିଟେଲିଂ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ଚଳିତବର୍ଷ ସିକ୍ୟୁରିଟି ଡିପୋଜିଟ୍‌ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି।

“ଗେଜେଟ୍‌ ନୋଟିଫିକେସନ ହୋଇ ନ ଥିବାରୁ ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ୭ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ” ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।

ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଷ୍ଟକ୍‌ ଲିମିଟ୍‌କୁ ଓଡ଼ିଶା ବ୍ୟବସାୟୀ ମହାସଂଘ ବିରୋଧ କରିଛି। ଷ୍ଟକ୍‌ ଲିମିଟ୍‌ କମ ରହିଲେ ଦରଦାମ ବଢିବାର ଆଶଙ୍କା ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସେହିପରି ଲାଇସେନ୍ସ ଫି’ ବ୍ୟବସ୍ଥାକୁ ମଧ୍ୟ ସଂଘ ବିରୋଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story