ନୂଆଦିଲ୍ଲୀ: ଆସନ୍ତା ମାସ ୧୨ ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବ ନୂଆ ସ୍ମାର୍ଟ ଫୋନ୍ HTC 10। ତାଇୱାନ୍ର ଏହି କମ୍ପାନୀ ଏକା ସଙ୍ଗରେ ନ୍ୟୁୟର୍କ, ଲଣ୍ଡନ୍ ଓ ତାଇପେଇରେ ଏହି ଫୋନ୍କୁ ଲଞ୍ଚ କରିବ। ଏହାର ବଜାର ଦର ୧୫ ହଜାର ଟଙ୍କା ରହିଛି। ଏହି ଫୋନ୍ର ଇଣ୍ଟରନାଲ୍ ଷ୍ଟୋରେଜ୍ 32GB ରହିଥିବା ବେଳେ 3GB ର RAM ରହିଛି। ଏଥିରେ 200GB ଯାଏଁ MicroSD ଇନସର୍ଟ ହୋଇପାରିବ। ଏଥିରେ 12 MPର କ୍ୟାମେରା ସହ ଡୁଆଲ୍ ଏଲ୍ଇଡି ରହିଛି। ଏହାର Screen size 5.15 inches ରହିଥିବା ବେଳେ AndroidOS v6.0.1 (Marshmallow) OS ରହିଛି। WLAN, Bluetooth, GPS, NFC, sensors ଓ Radio ଇତ୍ୟାଦି ଅତ୍ୟାଧୁନିକ ସୁବିଧା ରହିଛି। ଏହି ଫୋନ୍ ଗୋଲ୍ଡ, ସିଲଭର ଓ ଗ୍ରେ କଲରରେ ଉପଲବ୍ଧ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।