ହୁଣ୍ଡାଇ ‘କ୍ରେଟା’ ବୁକିଂ ଲକ୍ଷେ ଟପିଲା

ଚେନ୍ନାଇ: ଦେଶର ଶ୍ରେଷ୍ଠ କାର ରପ୍ତାନିକାରୀ ଏବଂ ଦ୍ୱିତୀୟ କାର ଉତ୍ପାଦନକାରୀ କମ୍ପାନୀ ହୁଣ୍ଡାଇର ଆଟିଏ ଏସୟୁଭି ‘କ୍ରେଟା’କୁ କିଣିବାକୁ ଏବେ ସୁଦ୍ଧା ୧ ଲକ୍ଷ ଲୋକ ବୁକ୍‌  କରିସାରିଲେଣି। ମଙ୍ଗଳବାର ଏହା କହିଛନ୍ତି ହୁଣ୍ଡାଇର ଏମଡି ଓ ସିଇଓ ୟୁ.କେ କୋ। ସେ କହିଛନ୍ତି,“ଏହି କାରକୁ କିଣିବା ପାଇଁ ୫ ଲକ୍ଷ ଗ୍ରାହକଙ୍କ ଇନକ୍ୱାରୀ କରିଥିବା ବେଳେ ୫୬,୦୦୦ ୟୁନିଟ୍‌ କାର ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇ ସାରିଲାଣି। ୨୦୧୫ ଜୁଲାଇ ୨୩ ତାରିଖରୁ ଆଜି ପର୍ଯ୍ୟନ୍ତ […]

hundai creta

hundai creta

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 01:18 PM IST

Sports

Latest News

ଚେନ୍ନାଇ: ଦେଶର ଶ୍ରେଷ୍ଠ କାର ରପ୍ତାନିକାରୀ ଏବଂ ଦ୍ୱିତୀୟ କାର ଉତ୍ପାଦନକାରୀ କମ୍ପାନୀ ହୁଣ୍ଡାଇର ଆଟିଏ ଏସୟୁଭି ‘କ୍ରେଟା’କୁ କିଣିବାକୁ ଏବେ ସୁଦ୍ଧା ୧ ଲକ୍ଷ ଲୋକ ବୁକ୍‌  କରିସାରିଲେଣି। ମଙ୍ଗଳବାର ଏହା କହିଛନ୍ତି ହୁଣ୍ଡାଇର ଏମଡି ଓ ସିଇଓ ୟୁ.କେ କୋ।

ସେ କହିଛନ୍ତି,“ଏହି କାରକୁ କିଣିବା ପାଇଁ ୫ ଲକ୍ଷ ଗ୍ରାହକଙ୍କ ଇନକ୍ୱାରୀ କରିଥିବା ବେଳେ ୫୬,୦୦୦ ୟୁନିଟ୍‌ କାର ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇ ସାରିଲାଣି। ୨୦୧୫ ଜୁଲାଇ ୨୩ ତାରିଖରୁ ଆଜି ପର୍ଯ୍ୟନ୍ତ ୮ ମାସ ଭିତରେ ଏହି ସଫଳତା ହାସଲ କରିଛି କମ୍ପାନୀ।”

ସେ ଆହୁରି ମଧ୍ୟ କହିଛନ୍ତି ଏହା ଏକ ମାଇଲଷ୍ଟୋନ୍। ଏହାସହ ଅନ୍ତର୍ଜାତୀୟ ବଜାରରୁ ଏହି କାର୍‌କୁ କିଣିବା ପାଇଁ ୨୮,୦୦୦ଟି ଅର୍ଡର ରହିଛି।

ଘରୋଇ ଓ ବିଦେଶୀ ମାର୍କେଟରେ ଚାହିଦାକୁ ଦୃଷ୍ଟିରେ ରଖି ହୁଣ୍ଡାଇ କ୍ରେଟାର ଉତ୍ପାଦନକୁ ୩୦ ପ୍ରତିଶତକୁ ବୃଦ୍ଧି କରିଛି। ପୂର୍ବରୁ ୧୦,୦୦୦ ୟୁନିଟ୍ ଉତ୍ପାଦନ ହେଉଥିବା ବେଳେ ଏବେ ୧୩,୦୦୦ ୟୁନିଟ୍‌ ଉତ୍ପାଦନ କରାଯାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ‘କ୍ରେଟା’ ତିନିଟି ଶ୍ରେଣୀରେ ବଜାର ଉପଲବ୍ଧ ହେଉଛି। ସେଗୁଡିକ ହେଲା 1.6 GammaDual VTVT,1.6U2CRDi VGT,1.4 U2 CRDi।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story