ଆସନ୍ତାକାଲିଠୁ ବେଙ୍ଗାଲୁରୁରେ ଆରମ୍ଭ ହେବ ଇନ୍‌ଭେଷ୍ଟର୍ସ ମିଟ୍‌

ବେଙ୍ଗାଲୁରୁ: ରାଜ୍ୟରେ ଶିଳ୍ପାୟନର ଦ୍ରୁତ ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ମୁମ୍ବାଇ ମେକ୍‌ ଇନ୍‌ ଇଣ୍ଡିଆ ପରେ ଏବେ ଫୋକସ୍‌ରେ ରହିଛି ବେଙ୍ଗାଲୁରୁର ଷ୍ଟାର୍ଟଅପ୍‌ ଓଡ଼ିଶା କାର୍ଯ୍ୟକ୍ରମ। ଆସନ୍ତାକାଲିଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେଉଛି ଇନ୍‌ଭେଷ୍ଟର୍ସ ମିଟ୍‌। ବେଙ୍ଗାଲୁରୁର ପ୍ରତିଷ୍ଠିତ ନିବେଶକ ଓ କମ୍ପାନୀଗୁଡିକୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ଟିମ୍‌ ଏବେ ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିନ୍ଧ ରମୟାଙ୍କ ସହ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର […]

investers-meet

investers-meet

Rakesh Mallick
  • Published: Wednesday, 24 August 2016
  • Updated: 25 August 2016, 04:16 PM IST

Sports

Latest News

investers-meetବେଙ୍ଗାଲୁରୁ: ରାଜ୍ୟରେ ଶିଳ୍ପାୟନର ଦ୍ରୁତ ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ମୁମ୍ବାଇ ମେକ୍‌ ଇନ୍‌ ଇଣ୍ଡିଆ ପରେ ଏବେ ଫୋକସ୍‌ରେ ରହିଛି ବେଙ୍ଗାଲୁରୁର ଷ୍ଟାର୍ଟଅପ୍‌ ଓଡ଼ିଶା କାର୍ଯ୍ୟକ୍ରମ। ଆସନ୍ତାକାଲିଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେଉଛି ଇନ୍‌ଭେଷ୍ଟର୍ସ ମିଟ୍‌। ବେଙ୍ଗାଲୁରୁର ପ୍ରତିଷ୍ଠିତ ନିବେଶକ ଓ କମ୍ପାନୀଗୁଡିକୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ଟିମ୍‌ ଏବେ ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିନ୍ଧ ରମୟାଙ୍କ ସହ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି।

ରାଜ୍ୟ ସରକାର ମାନୁଫାକ୍ଚରିଂ, ଆଇଟି, ଇଲୋକ୍ଟ୍ରୋନିକ୍ସ, ପେଟ୍ରୋକେମିକାଲ, ଫୁଡ୍‌ ପ୍ରୋସେସିଂ ଏବଂ ପର୍ଯ୍ୟଟନ ଶିଳ୍ପ ପ୍ରଭୃତି କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲି କର୍ଣ୍ଣାଟକ ଓ ବେଙ୍ଗାଲୁରୁର ପ୍ରାୟ ୪୦ରୁ ଅଧିକ କମ୍ପାନୀ ତଥା ପୁଞ୍ଜିପତିଙ୍କ ସହ ରାଜସ୍ୱ ମନ୍ତ୍ରୀ, ଶିଳ୍ପ ଏବଂ ଆଇଟି ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ଆଲୋଚନା କରିବାର ଯୋଜନା ରହିଛି। ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story