ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ପ୍ରଥମ ଦିନ: ରାଜ୍ୟରେ ୪୦,୦୦୦କୋଟି ପୁଞ୍ଜିନିବେଶ ସମ୍ଭାବନା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ପ୍ରଥମ ଦିନରେ ରାଜ୍ୟରେ ପ୍ରାୟ ୪୦,୦୦୦ କୋଟିର ପୁଞ୍ଜିନିବେଶ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ମଧ୍ୟରୁ ରାଷ୍ଟ୍ରାୟତ୍ତ କମ୍ପାନୀ ନୈଭେଲି ଲିଗ୍‌ନାଇଟ୍‌ କର୍ପୋରେଶନ (ଏନ୍‌ଏଲ୍‌ସି) ୨୫,୦୦୦କୋଟି ଟଙ୍କା ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହି କମ୍ପାନୀ ରାଜ୍ୟରେ ଥର୍ମାଲ ପାୱାର ପ୍ଲାଣ୍ଟ, ସୋଲାର ପ୍ଲାଣ୍ଟ, ସୋଲାର ପାୱାର ପ୍ଲାଣ୍ଟ ଏବଂ କୋଲ ମାଇନିଂ ପ୍ରୋସେସିଂ ପ୍ଲାଣ୍ଟରେ ପୁଞ୍ଜି ଖଟାଇବ। ସେହିପରି ଭାରତ ସରକାରଙ୍କ ଉପକ୍ରମ ଭାରତ […]

investes meet

investes meet

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 10:00 PM IST

Sports

Latest News

investes meet 2ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ପ୍ରଥମ ଦିନରେ ରାଜ୍ୟରେ ପ୍ରାୟ ୪୦,୦୦୦ କୋଟିର ପୁଞ୍ଜିନିବେଶ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ମଧ୍ୟରୁ ରାଷ୍ଟ୍ରାୟତ୍ତ କମ୍ପାନୀ ନୈଭେଲି ଲିଗ୍‌ନାଇଟ୍‌ କର୍ପୋରେଶନ (ଏନ୍‌ଏଲ୍‌ସି) ୨୫,୦୦୦କୋଟି ଟଙ୍କା ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହି କମ୍ପାନୀ ରାଜ୍ୟରେ ଥର୍ମାଲ ପାୱାର ପ୍ଲାଣ୍ଟ, ସୋଲାର ପ୍ଲାଣ୍ଟ, ସୋଲାର ପାୱାର ପ୍ଲାଣ୍ଟ ଏବଂ କୋଲ ମାଇନିଂ ପ୍ରୋସେସିଂ ପ୍ଲାଣ୍ଟରେ ପୁଞ୍ଜି ଖଟାଇବ। ସେହିପରି ଭାରତ ସରକାରଙ୍କ ଉପକ୍ରମ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ୍‌) ୨,୦୦୦କୋଟି ବିନିମୟରେ ବଲାଙ୍ଗୀର ଜିଲ୍ଲାରେ ଏକ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛି। ଖାଦ୍ୟ ପକ୍ରିୟାକରଣ, ଆଇଟି, ଇଲେକ୍ଟ୍ରୋନିକ୍ସ, ସ୍କିଲ ଡେଭଲପ୍‌ମେଣ୍ଟ ସେଣ୍ଟର ଆଦି କ୍ଷେତ୍ରରେ ମଧ୍ୟ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଅଧିକାଂଶ କମ୍ପାନୀ ଜମି, ଜଳ, ଭିତ୍ତିଭୂମି ଓ ଷ୍ଟାଚ୍ୟୁଟାରୀ କ୍ଲିୟରାନ୍ସ କେମିତି ସୁବିଧାରେ ମିଳିବ ସେ ସମ୍ପର୍କରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ନୈଭେଲି ଲିଗ୍‌ନାଇଟ କର୍ପୋରେଶନର ସିଏମ୍‌ଡି ଶରତ କୁମାର ଆଚାର୍ଯ୍ୟ କହିଛନ୍ତି,“ଆମ କମ୍ପାନୀ ଆଜି ଶିଳ୍ପମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ବଲାଙ୍ଗୀରରେ ୨,୦୦୦ ମେଗାୱାଟର ଏକ ସୋଲାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଆମ କମ୍ପାନୀ ଯୋଜନା ରଖିଛି। ଏଥିପାଇଁ ଆବଶ୍ୟକ ପଡୁଥିବା ଜମି, ଜଳ ଓ ଅନ୍ୟାନ୍ୟ କ୍ଲିୟରାନ୍ସ ଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି।”

ଅଏଲଟେକ୍ ଗ୍ରୁପ୍‌ର କର୍ପୋରେଟ୍‌ ଆଫାୟାର୍ସର ନିର୍ଦ୍ଦେଶକ ସୁବାସ ଗନ୍ତାୟତ କହିଛନ୍ତି,“ଆମ ଗ୍ରୁପର ଦକ୍ଷତା ବିକାଶ ଓ ଦକ୍ଷ ମାନବ ସମ୍ବଳ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ପାରାଦୀପରେ ଆମେ ଏହି କ୍ଷେତ୍ରରେ ଓ ଅନ୍ୟ କ୍ଷେତ୍ରରେ କାମ କରିବୁ। ସେଥିପାଇଁ ଆମ ଗ୍ରୁପ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି।”

ପୋସେଡନ୍‌ ଆକ୍ୱାଟିକ୍‌ ପ୍ରାଇଭେଟ ଲିମିଟେଡ୍‌ ମୁଖ୍ୟ ଶ୍ରୀନୀବାସନ୍‌ କହିଛନ୍ତି,“ଆମ କମ୍ପାନୀ ଏକ ବୈଜ୍ଞାନିକ ପଦ୍ଧତ୍ତି ମାଧ୍ୟମରେ ପାଖାପଖି ୧୦୦ ଏକର ଜମିରେ ଚିଙ୍ଗୁଡି ଚାଷ ଓ ଏହି ପଦ୍ଧତ୍ତିର ପ୍ରସାର ଏବଂ ବିକାଶ ଉପରେ ଉଦ୍ୟମ କରିବୁ ବୋଲି ଯୋଜନା କରିଛୁ। ୨୫ରୁ ୨୫୦ କୋଟି ଟଙ୍କା ବିନିଯୋଗ କରିବୁ ବୋଲି ଆଶା କରୁଛୁ।”

ଇନ୍‌ଭେଷ୍ଟର୍ସ ମିଟ୍‌ର ପ୍ରଥମ ଦିନରେ ବହୁ ପ୍ରତିଷ୍ଠିତ କମ୍ପାନୀ ସାମିଲ ହୋଇଥିଲେ। ସେମାନେ ହେଲେ ୱିପ୍ରୋ ଜିଇ, ହେଲ୍‌ଥକେୟାର, ଆମାଜନ୍‌, ଏବିବି ଇଣ୍ଡିଆ, ମାଇଣ୍ଟ ଟ୍ରି, ଆଇବିଏମ୍ ଇଣ୍ଡିଆ, ଜେନ୍‌ ଗ୍ରୁପ, ଇଣ୍ଡିଆ ଡିଜାଇନ୍ସ, ଟାଇଟନ୍‌ ଇଣ୍ଡଷ୍ଟ୍ରିଜ୍‌ ଓ କଫି ଡେ। ପ୍ରଥମ ଦିନରେ ପୁଞ୍ଜିନିବେଶକାରୀଙ୍କ ଆଗ୍ରହ ଦେଖି ବେଶ୍‌ ଉତ୍ସାହିତ ଅଛନ୍ତି ରାଜ୍ୟ ସରକାର। ଆଜି ୪୨ଟି କମ୍ପାନୀ ପ୍ରତିନିଧିଙ୍କ ସହ ରାଜ୍ୟର ଶିଳ୍ପ ଓ ଆଇଟି ମନ୍ତ୍ରୀଙ୍କ ସହ ସହ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି।

ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ପାଖାପାଖି ୪୨ ଜଣ ପୁଞ୍ଜିନିବେଶକାରୀ କମ୍ପାନୀ ଆଜି ଏହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟର ବହୁ କ୍ଷେତ୍ରରୁ ଏମାନେ ଏଠାକୁ ଆସିଥିଲେ।”

ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଷ୍ଟାଟ୍‌-ଅପ୍‌-ପଲିସିର ଶୁଭାରମ୍ଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story