ଜୁନ୍ ୨୦ରେ ଓଡ଼ିଶାରେ ଶୁଭାରମ୍ଭ ହେବ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା

ଭୁବନେଶ୍ୱର: ଜୁନ୍‌ ୨୦ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଶୁଭାରମ୍ଭ ହେବ। ସମ୍ୱଲପୁରଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନୀ ଉତ୍ସବରେ ଏକ ହଜାର ବିପିଏଲ୍‌ ମହିଳାମାନଙ୍କୁ ମାଗଣାରେ ସିଲିଣ୍ଡର, ଚୁଲା, ରେଗୁଲେଟ୍ ଏବଂ ସୁରକ୍ଷା ହୋସ୍ ପାଇପ୍ ଆଦି ପ୍ରଦାନ କରାଯିବ। ଏଥିସହ ମୋଟ  ୨୦ ହଜାର ବିପିଏଲ୍ ତାଲିକାଭୁକ୍ତ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣାରେ ଏଲପିଜି […]

ujala yojana

ujala yojana

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 09:59 AM IST

Sports

Latest News

ଭୁବନେଶ୍ୱର: ଜୁନ୍‌ ୨୦ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଶୁଭାରମ୍ଭ ହେବ। ସମ୍ୱଲପୁରଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନୀ ଉତ୍ସବରେ ଏକ ହଜାର ବିପିଏଲ୍‌ ମହିଳାମାନଙ୍କୁ ମାଗଣାରେ ସିଲିଣ୍ଡର, ଚୁଲା, ରେଗୁଲେଟ୍ ଏବଂ ସୁରକ୍ଷା ହୋସ୍ ପାଇପ୍ ଆଦି ପ୍ରଦାନ କରାଯିବ। ଏଥିସହ ମୋଟ  ୨୦ ହଜାର ବିପିଏଲ୍ ତାଲିକାଭୁକ୍ତ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣାରେ ଏଲପିଜି ସିଲିଣ୍ଡର ପ୍ରଦାନ କରାଯିବ।

ରାଜ୍ୟରେ  ଏପର୍ଯ୍ୟନ୍ତ ୩୯ ଲକ୍ଷ ପରିବାରଙ୍କ ଘରେ ଏଲପିଜି ସିଲିଣ୍ଡର ସଂଯୋଗ ରହିଛି। ମାର୍ଚ୍ଚ ୨୦୧୯ ସୁଦ୍ଧା  ୮୦ ଲକ୍ଷ ପରିବାର ଘରେ ସଂଯୋଗ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ସାମ୍ୱାଦିକ ସମ୍ମିଳନୀରେ ଅଏଲ୍‌ ଇଣ୍ଡିଜ୍‌ର ରାଜ୍ୟ ସଂଯୋଜକ ପ୍ରତୀଶ ଭରତ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story