ବଜାରକୁ ଆସିବାକୁ ପ୍ରସ୍ତୁତ ‘Bajaj  Pulsar 150 NS’

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ପଲ୍‌ସର ୧୫୦ ଏନ୍‌ଏସ୍‌। ଏହାର ଏକ୍ସ-ସୋରୁମ୍‌ ଦର ରହିଛି ୭୩,୦୦୦। ଏହି ସ୍ପୋର୍ଟ୍ସ ବାଇକ୍‌ଟି ବଜାଜ୍‌ ପଲ୍‌ସ୍‌ର ୧୫୦ ଡିଟିଏସ୍‌-ଆଇର ପରବର୍ତ୍ତୀ ସଂସ୍କରଣ। ଏହି ବାଇକ୍‌ଟି ଭାରତୀୟ ବଜାରରେ ପ୍ରବେଶ କରିବା ପୂର୍ବରୁ ବିଦେଶକୁ ୨୦,୦୦୦ ୟୁନିଟ୍‌ ରପ୍ତାନୀ କରାଯାଇଛି ବୋଲି ବଜାଜ୍‌ ଅଟୋ କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବାଇକ୍‌ରେ ନିମ୍ନଲିଖିତ ଅତ୍ୟାଧୁନିକ ସୁବିଧାମାନ ରହିଛି। Displacement 149.5 cc Maximum Power 16.8 BHP […]

bajaj-pulsar-150ns

bajaj-pulsar-150ns

Rakesh Mallick
  • Published: Monday, 23 May 2016
  • Updated: 23 May 2016, 01:14 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ପଲ୍‌ସର ୧୫୦ ଏନ୍‌ଏସ୍‌। ଏହାର ଏକ୍ସ-ସୋରୁମ୍‌ ଦର ରହିଛି ୭୩,୦୦୦। ଏହି ସ୍ପୋର୍ଟ୍ସ ବାଇକ୍‌ଟି ବଜାଜ୍‌ ପଲ୍‌ସ୍‌ର ୧୫୦ ଡିଟିଏସ୍‌-ଆଇର ପରବର୍ତ୍ତୀ ସଂସ୍କରଣ। ଏହି ବାଇକ୍‌ଟି ଭାରତୀୟ ବଜାରରେ ପ୍ରବେଶ କରିବା ପୂର୍ବରୁ ବିଦେଶକୁ ୨୦,୦୦୦ ୟୁନିଟ୍‌ ରପ୍ତାନୀ କରାଯାଇଛି ବୋଲି ବଜାଜ୍‌ ଅଟୋ କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହି ବାଇକ୍‌ରେ ନିମ୍ନଲିଖିତ ଅତ୍ୟାଧୁନିକ ସୁବିଧାମାନ ରହିଛି।

Displacement149.5 cc
Maximum Power16.8 BHP @ 9500 rpm
Maximum Torque13 NM @ 7500 rpm
Gearbox5-Speed gearbox
Ground Clearance175 mm
Kerb/Wet Weight140 kg
Fuel Tank Capacity12 litres
Top Speed120 kmph

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos