କଳାଟଙ୍କାର ୪୫ ପ୍ରତିଶତ ଟିକସ ଦେଲେ ମାମଲା ଛାଡ଼

ନୂଆଦିଲ୍ଲୀ: ଅଘୋଷିତ ଆୟ ଅର୍ଥାତ ଗଚ୍ଛିତ କଳାଟଙ୍କା ପରିମାଣର ୪୫ ପ୍ରତିଶତ ଟିକସ ଆକାରରେ ସରକାରଙ୍କୁ ଠିକଣା ସମୟ ମଧ୍ୟରେ ଦେଲେ ସଂପୃକ୍ତି ବ୍ୟକ୍ତିଙ୍କ ବିରୁଦ୍ଧରେ ଆୟକର କିମ୍ୱା ସମ୍ପତି କର ଆଇନ ଅନୁସାରେ କୌଣସି ମାମଲା ରୁଜୁ ହେବ ନାହିଁ। ଏପରିକି ତାଙ୍କର ସେହି ଘୋଷଣା ଉପରେ କୌଣସି ଅନୁସନ୍ଧାନ ମଧ୍ୟ ହେବ ନାହିଁ। ସୋମବାର ଏ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଲୋକସଭାରେ ୨୦୧୬-୧୭ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ […]

blackmoney

blackmoney

Rakesh Mallick
  • Published: Monday, 29 February 2016
  • Updated: 29 February 2016, 05:02 PM IST

Sports

Latest News

ନୂଆଦିଲ୍ଲୀ: ଅଘୋଷିତ ଆୟ ଅର୍ଥାତ ଗଚ୍ଛିତ କଳାଟଙ୍କା ପରିମାଣର ୪୫ ପ୍ରତିଶତ ଟିକସ ଆକାରରେ ସରକାରଙ୍କୁ ଠିକଣା ସମୟ ମଧ୍ୟରେ ଦେଲେ ସଂପୃକ୍ତି ବ୍ୟକ୍ତିଙ୍କ ବିରୁଦ୍ଧରେ ଆୟକର କିମ୍ୱା ସମ୍ପତି କର ଆଇନ ଅନୁସାରେ କୌଣସି ମାମଲା ରୁଜୁ ହେବ ନାହିଁ। ଏପରିକି ତାଙ୍କର ସେହି ଘୋଷଣା ଉପରେ କୌଣସି ଅନୁସନ୍ଧାନ ମଧ୍ୟ ହେବ ନାହିଁ। ସୋମବାର ଏ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଲୋକସଭାରେ ୨୦୧୬-୧୭ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରି ଜେଟଲୀ କହିଥିଲେ ଯେ କଳା ଟଙ୍କା ହ୍ରାସ ପାଇଁ ଏକ ଯୋଜନା ସ୍ଥିର ହୋଇଛି। ତଦନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜଣେ ବ୍ୟକ୍ତି ତାଙ୍କ ପାଖରେ ଥିବା ସମସ୍ତ ଅଘୋଷିତ ଆୟର ତଥା ଯେ କୌଣସି ସୁତ୍ରରୁ ଉପାର୍ଜିତ ଧନର ସୂଚନା ଦେଇ ପାରିବେ। ତାହାର ୪୫ ପ୍ରତିଶତ ଟିକସ ଅର୍ଥାତ ୩୦ ପ୍ରତିଶତ ଟିକସ, ୭.୫ ପ୍ରତିଶତ ସରଚାର୍ଜ ଏବଂ ୭.୫ ପ୍ରତିଶତ ଦଣ୍ଡ ଟିକସ ଦେବାକୁ ହେବ। ତାଙ୍କ ବିରୁଦ୍ଧରେ ଆୟକର, ସମ୍ପତି କର ଏବଂ ବେନାମୀ କାରବାର ନିରୋଧ ଆଇନ ଲାଗୁ ହେବନାହିଁ। ସମସ୍ତ ପ୍ରକାର ସୁରକ୍ଷା ମିଳିବ।

ସେ କହିଥିଲେ ଯେ ଏଭଳି ଘୋଷିତ ଆୟ ଉପରେ ଲାଗୁ ସରଚାର୍ଜର ନାମ କୃଷି କଲ୍ୟାଣ ସରଚାର୍ଜ ରଖାଯିବ, ଯାହାକୁ କୃଷି ଏବଂ ଗ୍ରାମ୍ୟ ଅର୍ଥନୀତିର ବିକାଶ ଦିଗରେ ବ୍ୟୟ ହେବ। ୨୦୧୬ ଜୁନ ପହିଲାରୁ ସେପ୍ଟେମ୍ୱର ୩୦ ତାରିଖ ମଧ୍ୟରେ ଏପରି ଘୋଷଣା ଅର୍ଥାତ ଆୟ ଘୋଷଣା ଯୋଜନା କାର୍ଯ୍ୟକାରୀ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story